• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Nov 2022 : ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ, ପ୍ରତିକାର ପାଇଁ କରିବେ କଣ

କୌଣସି ଖବର ପାଇ ମୁଣ୍ଡବ୍ୟଥା ହୋଇପାରେ ।

Libra

ତୁଳା

Thursday 17 Nov 2022

ଚିତ୍ରା – ଶାରୀରିକ ଅସୁସ୍ଥତାର ଉପଶମ ମିଳିବ। ଅଧିକ ସମୟ ପିଲାଙ୍କ ସହିତ ବିତାଇବେ। କାର୍ଯ୍ୟ କ୍ଷେତ୍ରରେ ଭଲ କାର୍ଯ୍ୟ କରି ପ୍ରଂଶସାର ପାତ୍ର ହେବେ।

ସ୍ୱାତୀ– ବ୍ୟବସାୟରେ ବହୁ ପରିଶ୍ରମ ସତ୍ୱେ ଅଳ୍ପ ଲାଭ ମିଳିବ। ରାଜନୈତିକ ସମ୍ମାନ ଓ ସମର୍ଥନ ପାଇବେ। ଲେଖାପଢାରେ ସାଥୀଙ୍କ ସାହାଯ୍ୟ ସହଯୋଗ ମିଳିବ ।

ବିଶାଖା – କୋଟ୍ କଚେରୀ ମାମଲାରେ ଫସି ଯାଇପାରନ୍ତି । ମହିଳା ମାନେ ସହନଶୀଳତା ଭାବ ଜାଗ୍ରତ କରିବେ ।

ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :