କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୬.୦୨ ଗତେ ତୁଳା । ତିଥି- ୫ମୀ ନିଶାନ୍ତ ୦୪.୫୩ ଗତେ ୬ଷ୍ଠୀ ।ଘାତଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୬.୦୨ ପର୍ଯ୍ୟନ୍ତ।
କୃତିକା- ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ୟା ମଧ୍ୟ ଦେଖା ଦେଇପାରେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ । ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତା କରିବେ ।
ରୋହିଣୀ- ଗୃହିଣୀଙ୍କ ଘର କାମରେ ଘର ଲୋକ ସାହାର୍ଯ୍ୟ କରିବେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି ।
ମୃଗଶିରା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ ।
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୬.୦୨ ଗତେ ତୁଳା । ତିଥି- ୫ମୀ ନିଶାନ୍ତ ୦୪.୫୩ ଗତେ ୬ଷ୍ଠୀ ।ଘାତଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୬.୦୨ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।