Advertisment

Baijayant flies indegenous helicopter: ଲଢୁଆ ହେଲିକପ୍ଟରରେ ଉଡାଣ ଭରିଲେ ବୈଜୟନ୍ତ

ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ପରିଦର୍ଶନ କରିବା ସହ ଲଢୁଆ ହେଲିକପ୍ଟରରେ ଉଡାଣ ଭରିଛନ୍ତି ପବ୍ଲିକ ଅଣ୍ଡରଟେକିଙ୍ଗସ କମିଟି ଚେୟାରମ୍ୟାନ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ବା ହାଲ ପରିସର ବୁଲି ଦେଖିଛନ୍ତି ପବ୍ଲିକ ଅଣ୍ଡରଟେକିଙ୍ଗସ କମିଟି ଚେୟାରମ୍ୟାନ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏଠାରୁ ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ଲାଇଟ୍ ୟୁଟିଲିଟି ହେଲିକପ୍ଟରରେ ଉଡାଣ ଭରିଥିଲେ ବୈଜୟନ୍ତ ପଣ୍ଡା । ଏହା ଏକ ହାଲୁକା ଲଢୁଆ ହେଲିକପ୍ଟର । ଏଥିସହ ଭାରତୀୟ ଲଢୁଆ ବିମାନ ତେଜସ ବି ନୀରିକ୍ଷଣ କରିଥିଲେ ବୈଜୟନ୍ତ।

Advertisment


ଅଧିକ ପଢ଼ନ୍ତୁ: ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ

Advertisment

ଏହି ଅବସରରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ କାର୍ୟ୍ୟରତ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ସେ ପ୍ରଶଂସା କରିଥିଲେ । ଏ ନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କହିଛନ୍ତି ଯେ, ‘‘ଏହା ହେଉଛି ଆତ୍ମନିର୍ଭରଶୀଳ ଭାରତ । ହାଲ ହେଉଛି ଆମର ମହାରତ୍ନ ।’’

ଅଧିକ ପଢ଼ନ୍ତୁ: ପାକିସ୍ତାନର ସାଇବର ଆଟାକ୍, ଟାର୍ଗେଟରେ ୧୫ ଲକ୍ଷ ଭାରତୀୟ ୱେବସାଇଟ

Baijayant Panda
Advertisment
Advertisment