• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th May 2023: ଏହି ରାଶିର ବ୍ୟକ୍ତି ଆଜି ଶିକ୍ଷାରେ ଭଲ ଫଳାଫଳ ପାଇବାକୁ ସକ୍ଷମ ହେବେ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୧୧.୩୬ ଗତେ ୧ ପାଦ ।

Sagittarius

ଧନୁ

Tuesday 16 May 2023

ମୂଳା- ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । କୌଣସି ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଉଚିତ । ପରିବାରରେ ବୁଝାମଣା ସହିତ ସବୁ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ

ପୂ, ଷାଢା- ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ଅଧ୍ୟୟନ ପାଇଁ ବିଦେଶ ଯିବାର ସ୍ୱପ୍ନ ସାକାର ହୋଇପାରେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ

ଉ, ଷାଢା- ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ ।

ପ୍ରତିକାର – ଶନି ଦେବଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :