• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଠକାମିର ଶିକାର ହୋଇପାରନ୍ତି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି - ୯ମୀ ସନ୍ଧ୍ୟା ୦୭.୨୦ ଗତେ ୧୦ମୀ,ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୭.୨୦ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।

Cancer

କର୍କଟ

Monday 16 Jan 2023

ପୁନର୍ବସୁ - କଂପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଦିନ ଭଲ ରହିବ । ବ୍ୟବସାୟୀରେ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ । ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ

ପୁଷ୍ୟା – ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନର ବାଟ ବାହାରିବ । ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେ।ଇପାରେ । ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ । ଜମିରେ ନିବେଶ ପାଇଁ ଭଲ ଦିନଟିଏ । ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ

ଅଶ୍ଳେଷା - ବିବାହ କରିବା ଲାଗି ନିଷ୍ପତି ନେଇ ପାରନ୍ତି । ମନୋରଂଜନ କାର‌୍ୟ୍ୟରେ ଖର୍ଚ୍ଚ କରିବେ । ଠକାମିର ଶିକାର ହୋଇ ପାରନ୍ତି । ସାମାଜିକ କାର‌୍ୟ୍ୟରେ ନିଜକୁ ନିଯୋଜିତ କରିବେ । ଛାତ୍ରଛାତ୍ରୀ ପରିକ୍ଷାରେ ଭଲ କରିବେ । ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ୱାନ ଆସିପାରେ

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :