• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଠକାମିର ଶିକାର ହୋଇପାରନ୍ତି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି - ୯ମୀ ସନ୍ଧ୍ୟା ୦୭.୨୦ ଗତେ ୧୦ମୀ,ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୭.୨୦ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।

Libra

ତୁଳା

Monday 16 Jan 2023

ଚିତ୍ରା – ବ୍ୟବସାୟୀ ଆଶା ଜନକ ଫଳ ପାଇବେ । ମନ ଅଶାନ୍ତରୁ ମୁକ୍ତ ରହିବ । ମହତ୍ୱପୂର୍ଣ୍ଣ କଥା ଆଲୋଚନା କରିବେ । ଶତୃ ଯେତେ ସମସ୍ୟା ସୃଷ୍ଟି କରିବେ, ଆପଣଙ୍କର ସେତେ ଲାଭ ହେବ । ପରିବାର ଲୋକଙ୍କ ସହିତ ସାମାନ୍ୟ ବାଦ ବିବାଦ ହୋଇପାରେ

ସ୍ୱାତୀ – ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ । ଛାତ୍ରିଙ୍କୁ ସହପାଠୀଙ୍କ ସହଯୋଗ ମିଳିବ । ମହିଳା ବ୍ୟବସାୟୀ ଲାଗି ଦିନଟି ଶୁଭ ରହିବ । ଆର୍ଥିକ ସ୍ଥିତି ସୁଦୃଢ ହେବା ଯୋଗୁ ପରିବାରରେ ଶାନ୍ତି ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ

ବିଶାଖା – ଆପଣଙ୍କ ପରାକ୍ରମ ବଢିବ । ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ । ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ । ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପୂର୍ବର ଚିନ୍ତା ସମାପ୍ତ ହୋଇଯିବ । ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ

ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :