• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଠକାମିର ଶିକାର ହୋଇପାରନ୍ତି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି - ୯ମୀ ସନ୍ଧ୍ୟା ୦୭.୨୦ ଗତେ ୧୦ମୀ,ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୭.୨୦ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।

Gemini

ମିଥୁନ

Monday 16 Jan 2023

ମୃଗଶିରା - ଲାଭର ଅବସର ହାତଛଡା କରନ୍ତୁ ନାହିଁ । ଅବିବାହିତ କନ୍ୟାଙ୍କ ଲାଗି ଲାଭ ଦିନଟିଏ । ଖେଳାଳିମାନେ ନିଜର ଗୈରବ ଫେରି ପାଇବେ । ଆପଣ ଯେଉଁ ନିଷ୍ପତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ । ଜୀବସାଥି ସହ ସୁଖଦ ସମୟ କାଟିବେ ।

ଆଦ୍ରା - ଜରୁରୀ କାମରେ ଘର ଲୋକଙ୍କର ସାହାର‌୍ୟ୍ୟ ପାଇବେ । ବିବାହ ପାଇଁ ଲାଗିରହିଥିବା ତାରିଖ ଧାର‌୍ୟ୍ୟ ହୋଇପାରେ । ଭାବୁଥିବା କାମକୁ ମନପ୍ରାଣ ଦେଇ ପୂରା କରିବେ । ଗାଡିମଟର ସାବଧନତା ସହ ଚଲାନ୍ତୁ । ଅସି୍ଥରତା କାରଣରୁ କାର‌୍ୟ୍ୟରେ ତୃଟି କରିପାରନ୍ତି ।

ପୁନର୍ବସୁ - ଘରକୁ ଅତିଥିଙ୍କର ଯିବା ଆସିବା ଲାଗି ରହିବ । ଦୁଃସାହସିକ କାର୍ଯ୍ୟ ସମ୍ପାଦନା କରିବେ । ଅଭିଭାବକ ଠାରୁ ଝିଅ ମାନେ ଉପହାର ପାଇ ପାରନ୍ତି । ଭାଗ୍ୟୋନ୍ନତି ଏବଂ ଧର୍ମ କର୍ମରେ ରୁଚି ବଢିବ । ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :