• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th June 2023: ଏହି ରାଶିର ବ୍ୟକ୍ତି ଆଜି କଳା, ସଙ୍ଗୀତ, କ୍ରୀଡ଼ା ଓ ବ୍ୟବସାୟ କ୍ଷେତ୍ରରେ ପାଇବେ ସଫଳତା

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୮.୪୮ ଗତେ ୧୨ଶୀ । ଘାତ ଚନ୍ଦ୍ର – ମେଷ ଅହାରାତ୍ର । ଘାତ ବାର – କର୍କଟ । ପୁଷ୍କର ଦୋଷ – ଦିବା ୦୮.୪୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

Pisces

ମୀନ

Wednesday 14 Jun 2023

ପୂ, ଭାଦ୍ରପଦ- ଜୀବନ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ । କର୍ମ କ୍ଷେତ୍ରରେ ଆହ୍ୱାନକୁ ସାମ୍ନା କରିବେ । ସପରିବାର ବଡ଼ ସହରକୁ ଯିବାର ଯୋଜନା କରିପାରନ୍ତି ।

ଉ, ଭାଦ୍ରପଦ- ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇପାରନ୍ତି । ବିଦ୍ୟାର୍ଥୀମାନେ ପଢାରେ ଅଧିକ ସମୟ ବିତାଇବା ପାଇଁ ଚେଷ୍ଟା କରିବେ ।

ରେବତୀ- ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ । ଅଚାନକ ଧନଲାଭ ହେତୁ ଆର୍ଥିକ ସ୍ଥିତି ସୁଧାର ଆସିଯିବ ଓ ଆୟ ବୃଦ୍ଧି ହେବ ।

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :