• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th June 2023: ଏହି ରାଶିର ବ୍ୟକ୍ତି ଆଜି କଳା, ସଙ୍ଗୀତ, କ୍ରୀଡ଼ା ଓ ବ୍ୟବସାୟ କ୍ଷେତ୍ରରେ ପାଇବେ ସଫଳତା

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୮.୪୮ ଗତେ ୧୨ଶୀ । ଘାତ ଚନ୍ଦ୍ର – ମେଷ ଅହାରାତ୍ର । ଘାତ ବାର – କର୍କଟ । ପୁଷ୍କର ଦୋଷ – ଦିବା ୦୮.୪୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

Capricorn

ମକର

Wednesday 14 Jun 2023

ଉ, ଷାଢା- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପୀଡ଼ା କମ ରହିବ ।

ଶ୍ରବଣା- କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ । ଶିକ୍ଷର୍ଥିମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ଧନିଷ୍ଠା- ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ । ମହିଳାମାନେ କରିଥିବା ଆଶା ପୂରଣ ହୋଇପାରେ । ପୁରୁଣା ଗାଡ଼ି ବିକିବାରେ ମନ ବଳାଇବେ ।

ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :