• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th June 2023: ଏହି ରାଶିର ବ୍ୟକ୍ତି ଆଜି କଳା, ସଙ୍ଗୀତ, କ୍ରୀଡ଼ା ଓ ବ୍ୟବସାୟ କ୍ଷେତ୍ରରେ ପାଇବେ ସଫଳତା

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୮.୪୮ ଗତେ ୧୨ଶୀ । ଘାତ ଚନ୍ଦ୍ର – ମେଷ ଅହାରାତ୍ର । ଘାତ ବାର – କର୍କଟ । ପୁଷ୍କର ଦୋଷ – ଦିବା ୦୮.୪୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

Scorpio

ବିଛା

Wednesday 14 Jun 2023

ବିଶାଖା- ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ଭାଇ-ଭଉଣୀଙ୍କ ଭିତରେ ସଂପର୍କ ଭଲ ରହିବ ।

ଅନୁରାଧା- ଚାକିରିଆଙ୍କୁ ଅଫିସ୍ କାମରେ ଦୂର ଜାଗାକୁ ଯାତ୍ରା କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ କୈାଣସି କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।

ଜ୍ୟୋଷ୍ଠା- ବିଦ୍ୟାର୍ଥୀମାନେ ପଢାପଢିରେ ମନୋଭାବ ପ୍ରକାଶ କରିବେ । ଶତ୍ରୁମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି ।

ପ୍ରତିକାର – ସିନ୍ଦୂର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :