ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ। କର୍ମକ୍ଷେତ୍ରରେ ଉତ୍ସାହ ଜନକ ରହିବ। ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବହୁତ ଲାଭ ଦାୟକ ରହିବ।
ପୂ,ଭାଦ୍ରପଦ- ପରିବାର ସଦସ୍ୟଙ୍କ ସବୁ ଦାୟିତ୍ୱକୁ ପୂରଣ କରିବେ । ଜୀବନ ସାଥୀଙ୍କ ସହିତ ନୂଆ ଜାଗାକୁ ବୁଲିଯିବା ପାଇଁ ଯୋଜନା କରିବେ । ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ରହିବ ।ଉ,ଭାଦ୍ରପଦ- ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ ଜ୍ଝ ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । କାର୍ୟ୍ୟାଳୟରେ ଉତ୍ତମ କାର୍ୟ୍ୟ କରିବା ପାଇଁ ଉପହାର ମିଳି ପାରେ। ରେବତୀ- ପରିବହନରେ କିଛି ସମସ୍ୟା ଦେଖାଦେବ କିନ୍ତୁ ସେଥିରୁ ସହଜରେ ମୁକୁଳି ଯିବେ । ନୂତନ ଗୃହ ଓ ଜମି କ୍ରୟ କରିବେ । ମହିଳାମାନେ ସ୍ୱାସ୍ଥ୍ୟ ଚିନ୍ତା କରିବେ ।
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ। କର୍ମକ୍ଷେତ୍ରରେ ଉତ୍ସାହ ଜନକ ରହିବ। ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବହୁତ ଲାଭ ଦାୟକ ରହିବ।