• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th August 2023: ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ, ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ...

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Taurus

ବୃଷ

Friday 11 Aug 2023

କୃତିକା- କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ଅଫିସ୍‌ରେ ସହକର୍ମୀ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ । ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ପ୍ରସଙ୍ଗରେ ଅଧିକ ଲାଗି ରହିବ ରୋହିଣୀ- ନୂଆ କାମର ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟରେ ଉନ୍ନତି ହେବ । ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ । ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ ।    
ମୃଗଶିରା- ବାକିଥିବା କାମ ପୁରା ହୋଇଯିବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ଜୀବନରେ ଲାଭର ଅବସର ମିଳିବ ।    

ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି