• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th August 2023: ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ, ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ...

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Libra

ତୁଳା

Friday 11 Aug 2023

ଚିତ୍ରା- ଘରକୁ ବନ୍ଧୁଙ୍କ ଆଗମନ ହେବ । ଅଧିକ କାମ କରିବା ଯୋଗୁ କ୍ଲାନ୍ତି ଅନୁଭବ କରିବେ । କାହା ପ୍ରତି ଆପଣଙ୍କ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ ।
ସ୍ୱାତୀ- ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । ସାମାଜିକ ମିଳାମିଶା ବଢିବ । କୈାଣସି ଜରୁରୀ ଯୋଜନା ସଫଳ ହେବ ।
ବିଶାଖା- ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢାଇବେ । କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ।

ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି