ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଲା ଭାରତ । ୱେଷ୍ଟଇଣ୍ଡିଜକୁ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ । ଭାରତ ପ୍ରଥମେ ୩୬ ଓଭରରେ ୩ ଓ୍ୱିକେଟ ହରାଇ ୨୨୫ ରନ୍ କରିଥିଲା । ଶୁବମନ ଗିଲ୍ ୯୮ ରନ୍ ଓ ଧଓ୍ୱନ ୫୮ ରନ୍ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।
Published: Pallipuspa Samal
Last updated: 28 July 2022, 09:34 AM IST
ଏହି ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଧମକ ISIS କାଶ୍ମୀର ଦେଇଛି ବୋଲି ପୋଲିସ୍ ଜାଣିବାକୁ ପାଇଛି ।