ଏହି ୯ଟି ପ୍ରାଣୀ ସର୍ବାଧିକ ବୁଦ୍ଧିମାନ
Author: Amaresh Biswal | Credit: Google
ଡଲଫିନ୍: ସମୁଦ୍ର ଜଳରେ ରହୁଥିବା ଏହି ବିଶାଳ ଜୀବଟି ସ୍ୱଭାବରେ ଅଦିକ ସାମାଜିକ ବା ସୋସିଆଲ୍। ମିମିକ୍ରି କରିବାଠାରୁ ଆରମ୍ଭ କରି ମଣିଷର ଆଚରଣକୁ ନକଲ କରିବାରେ ଏହା ମାହିର୍।
Author: Amaresh Biswal | Credit: Google
ହାତୀ: ଏହି ବିଶାଳ ଜଙ୍ଗଲୀ ଜନ୍ତୁଟି ବାସ୍ତବରେ ସ୍ୱଭାବରେ ଶାନ୍ତ। ନହେଲେ ଏହାକୁ ପୋଷା ମନେଇବା ସହଜ ହୋଇପାରନ୍ତା ନାହିଁ। ଏହାର ସ୍ମରଣ ଶକ୍ତି ମଧ୍ୟ ଅଧିକ।
Author: Amaresh Biswal | Credit: Google
ସିମ୍ପାଞ୍ଜି: ଜଙ୍ଗଲରେ ରହୁଥିବା ଏହି ଜୀବଟିକୁ ଆମେ ଚିଡ଼ିଆଖାନାରେ ମଧ୍ୟ ଦେଖିଥାନ୍ତି। କାରଣ ସିମ୍ପାଞ୍ଜିମାନେ ଖୁବ ବୁଦ୍ଧିମାନ ଓ ନକଲପ୍ରିୟ।
Author: Amaresh Biswal | Credit: Google
ଡାମରା କାଉ: ଏହାକୁ ସବୁଠାରୁ ବୁଦ୍ଧିମାନ ପକ୍ଷୀ ବୋଲି କୁହାଯାଏ। ମଣିଷ ସମାଜ ସହିତ ମିଶି କରି ରହୁଥିବା ଡାମରା କାଉ ମଣିଷର ଭାଷା ଓ ଠାର ବୁଝିପାରେ।
Author: Amaresh Biswal | Credit: Google
କୁକୁର: ମଣିଷ ସମାଜ ସହିତ ସବୁଠାରୁ ଅଧିକ ମିଶିକି ରୁହେ କୁକୁର। ଏହା ମଧ୍ୟ ମଣିଷର ଭାଷା, ଭାବ ଓ ଠାର ବୁଝିପାରେ। ତାଲିମ ଦେଲେ ସହଜରେ ଗ୍ରହଣ କରିନିଏ।
Author: Amaresh Biswal | Credit: Google
ମୂଷା: ଏହା ମଣିଷଙ୍କର ବହୁତ କଥା ବୁଝିପାରେ ଓ ସେହି ଅନୁଯାୟୀ ନିଜକୁ ବଦଳାଇ ନିଏ। ସେଥିପାଇଁ ବୈଜ୍ଞାନିକମାନେ ମୂଷାଙ୍କ ଉପରେ ଗବେଷଣା ଜ୍ଞାନ ପ୍ରୟୋଗ କରିଥାନ୍ତି।
Author: Amaresh Biswal | Credit: Google
ଅକ୍ଟୋପସ୍: ଏହାର ଦେହ ତୁଳନାରେ ମୁଣ୍ଡଟି ବଡ଼। ଏହି ଅମେରୁଦଣ୍ଡୀ ଜଳଚର ଜୀବଟି ଅପେକ୍ଷାକୃତ ବୁଦ୍ଧିମାନ ଓ ଅନ୍ୟର ଭାବ ବୁଝିପାରୁଥିବା ଜୀବ
Author: Amaresh Biswal | Credit: Google
ଘୁଷୁରୀ: ମଣିଷଙ୍କ ଭିତରେ ରହୁଥିବା ଏହି ପୋଷା ଜୀବଟି ମଣିଷର ଭାଷା ବୁଝିପାରେ, ତା ନିର୍ଦ୍ଦେଶ ପାଳିଥାଏ, ମାଲିକ ଅନୁଯାୟୀ କାମ କରିପାରେ।
Author: Amaresh Biswal | Credit: Google
ଶୁଆ: ଏହି ପକ୍ଷୀଟି ମଣିଷର ସବୁଠାରୁ ପ୍ରିୟ, ଯାହା ସମସ୍ତଙ୍କ ଭାଷା ବୁଝିପାରେ ଓ ଏହାକୁ ଉଚିତ ଶୈଳୀରେ ନକଲ କରିପାରେ।
Author: Amaresh Biswal | Credit: Google
ଓରାଙ୍ଗଓଟାନ: ସ୍ଥିତି ଅନୁଯାୟୀ, ଏମାନେ ନିଜକୁ ଅତି ମାତ୍ରାରେ ପରିବର୍ତ୍ତନ କରିଦେଇ ପାରନ୍ତି। ସିମ୍ପାଞ୍ଜିଙ୍କ ପରି ଏମାନେ ବି ମଣିଷକୁ ନକଲ କରିପାରେ ମାହିର।