• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rinku Singh

IAS
Viral Video: କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ IAS ଅଧିକାରୀଙ୍କୁ ଉଠ ବସ୍ କରାଇଲେ ଓକିଲ

ଶାହଜାହାନପୁର ଜିଲ୍ଲାରେ ଏସଡିଏମ ରିଙ୍କୁ ସିଂହ ରାହି କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ ସେ ତହସିଲ୍ କାର୍ଯ୍ୟାଳୟରେ କିଛି ଲୋକଙ୍କୁ ଉଠ୍ ବସ୍ କରାଇଥିଲେ। ଏହା ପରେ ଆନ୍ଦୋଳନରେ ଥିବା ଓକିଲମାନେ ମଧ୍ୟ ରିଙ୍କୁ ସିଂହଙ୍କୁ ଉଠ ବସ୍ ହେବା ପାଇଁ କହିଲେ।

Rinku Singh-Priya Saroj Wedding
Rinku Singh-Priya Saroj Wedding: ଅଟକିଲା ରିଙ୍କୁ-ପ୍ରିୟାଙ୍କ ବିବାହ ! ଜାଣନ୍ତୁ କାହିଁକି...

ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଓ ତାଙ୍କ ବାନ୍ଧବୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ଉଭୟ ପରିବାର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହର ପ୍ରସ୍ତୁତିରେ ଜୋରସୋରରେ ଲାଗିଥିଲେ, କିନ୍ତୁ ବର୍ତ୍ତମାନର ସୂଚନା ଅନୁଯାୟୀ...

rinku
Who is Priya Saroj: କିଏ ଏହି ପ୍ରିୟା ସରୋଜ, ଯାହାଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ରିଙ୍କୁ ସିଂ

ଟି୨୦ ସେଟଅପରେ ଭାରତୀୟ ଦଳର ନିୟମିତ ସଦସ୍ୟ ରହିଥିବା ରିଙ୍କୁଙ୍କର ଶନିବାର ପ୍ରିୟା ସରୋଜଙ୍କ ସହିତ ନିର୍ବନ୍ଧ ହୋଇଛି। ଉଭୟଙ୍କ ସମ୍ପର୍କ ନେଇ ବିଗତ କିଛି ଦିନ ଧରି ମିଡିଆରେ ଚର୍ଚ୍ଚା ହେଉଥିଲା।

narine
Sunil Narine's Unique Record: ଟି୨୦ରେ ନିଆରା ରେକର୍ଡ ହାସଲ କଲେ ସୁନୀଲ ନାରିନ, ପାଲଟିଲେ ବିଶ୍ବର ଶ୍ରେଷ୍ଠ ବୋଲର

କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୩ ୱିକେଟ ନେଇ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି।