Advertisment

ରାତି ପାହିଲେ ମାଟ୍ରିକ ପରୀକ୍ଷା

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ।

author-image
Santosh Kumar Sahoo

ରାତି ପାହିଲେ ମାଟ୍ରିକ ପରୀକ୍ଷା। ଏଥିପାଇଁ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା। କପି କଲେ ଧରାପଡ଼ିବ। ପ୍ରଶ୍ନପତ୍ର ଲିକ୍‌ କଲେ ଜଣାପଡ଼ିବ। ସବୁଠି ପ୍ରସ୍ତୁତି ଚୁଡାନ୍ତ। ସବୁଠି ସିସିଟିଭିର ଛଞ୍ଚାଣ ଆଖି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହେବାକୁ ଯାଉଛି ଛାତ୍ରୀଛାତ୍ରୀଙ୍କ ସ୍କୁଲ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ସୋପାନ କୁହାଯାଉଥିବା ମାଟ୍ରିକ ପରୀକ୍ଷା।

Advertisment
BSE Class 10 Exam Matric Exam Odisha
Advertisment
Advertisment