ଚତୁର ଚୋରଙ୍କ ଅଭିନବ ଫଣ୍ଡାା । ଆମେ ଆପଣଙ୍କୁ ଦୁଇଟି ଘଟଣା କହିବାକୁ ଯାଉଛୁ । ଗୋଟିଏ କୋରାପୁଟ ଲକ୍ଷ୍ମୀପୁରର, ଆଉ ଏକ ଘଟଣା ପର୍ଯ୍ୟଟନ କ୍ଷେତ୍ର ପୁରୀର ।
Published By: Satyendu Shekher Mishra
Last updated: 16 January 2022, 08:56 PM IST
ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।