ହାଟରେ ମେଲିଛି ମଦ ପସରା I ବିକ୍ରି ହେଉଛି ଆଦିବାସୀଙ୍କ ହାତ ତିଆରି ଭଳିକି ଭଳି ପାରମ୍ପରିକ ମଦ I ମାଲକାନଗିରି ପଣଷପୁଟ ସାପ୍ତାହିକ ହାଟରେ ଚାଲୁଛି ଓପନ୍ ବାର୍
Published: Satyendu Shekher Mishra
Last updated: 07 November 2021, 10:29 PM IST
ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।