ଫୁଲ୍ ପ୍ରୁଫ୍ ପ୍ଲାନ୍ ଥିଲା ଘଟଣାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ସବୁକିଛି ଯୋଜନା ମୁତାବକ ବି ହୋଇଥିଲା। କିନ୍ତୁ ସତ ଧରାଇଦେଲା ସିସିଟିଭି ଫୁଟେଜ୍
Published: Chandan Shishu
Last updated: 22 May 2022, 11:18 PM IST
ବନ୍ଧୁ ହିସାବରେ ଘରକୁ ଆସୁଥିଲା। ହଠାତ ବାହାଘର କଥା ଉଠାଇଲା। ମୁଁ ମନା କରିବାରୁ ମୋ ଝିଅକୁ ମାରିଦେଲା। ଏକ ତରଫା ପ୍ରେମ ନେଇଗଲା ଜୀବନ ।