ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ୫୩ନଂ ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଆତଙ୍କ... ବାରମ୍ବାର NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ...କେବଳ ଭଗବାନଙ୍କ ଭରସାରେ ଯିବା ଆସିବା କରୁଛନ୍ତି ଲୋକେ...
Published By: Prangyan Parimita
Last updated: 29 November 2023, 08:39 AM IST
ସଞ୍ଜ ନଇଁଲେ ଲୁଟ୍ ହେଉଛି କଳାହୀରା । କୋଇଡାର କଳାହୀରା ମାଙ୍ଗାନିଜକୁ ଲୁଟି ନେଉଛନ୍ତି ଖଣି ମାଫିଆ । ବିଗତ ୨ରୁ ୩ ବର୍ଷ ଧରି କୋଇଡା ଖଣି ଅଞ୍ଚଳର ବନ୍ଦ ଥିବା ଖଣି ବା ବିସ୍ତୀର୍ଣ୍ଣ ଜଙ୍ଗଲରୁ ଖଣିଜ ପଥର ଚୋରି ବଢ଼ି ଚାଲିଛି ।