ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଦିନେ ଭାରତ ତଥା ଭାରତ ବାହାରେ ଟସର ଶିଳ୍ପରେ ବେଶ ନାଁ କରିଥିଲା । ବର୍ତ୍ତମାନ ଏହା ବନ୍ଦ ହେବାକୁ ବସିଛି । ଦେଖନ୍ତୁ ବିଞ୍ଜୁଆରୁ ଏହି ସ୍ୱତନ୍ତ୍ର ରିପୋର୍ଟ ।..
Published By: Prangyan Parimita
Last updated: 06 December 2023, 01:51 PM IST
ରାତି ସାରା ଚାଲିଛି ପାଟ୍ରୋଲିଂ.. ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଘୁରୁ ବୁଲୁଛନ୍ତି ବନ କର୍ମଚାରୀ.. ବିଦେଶୀ ଅତିଥିଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ..