ଗ୍ରୀନ ମ୍ୟାନ ଦିନବନ୍ଧୁ । ୫୦ ବର୍ଷ ଧରି ଲଗାଇ ଆସୁଛନ୍ତି ଗଛ । ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦିନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ପରିଚିତ ହୋଇଛନ୍ତି ।
୬ ମାସର ଲମ୍ବା ଛୁଟିରେ ଗଲେ ଭି.କେ.ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତ୍ତିକେୟନ। ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ସେ ଛୁଟିରେ ଯାଇଛନ୍ତି। ସୁଜାତା ଚାଇଲ୍ଡ କେୟାର ଲିଭରେ ଏଭଳି ଲମ୍ବା ଛୁଟିରେ ଯାଇଥିବା ସୂଚନା ମିଳିଛି।
ଓଡ଼ିଶାରେ ଆସିଛି ବିଜେପି ସରକାର। ଖୋଲିବ ଫାଇଲ୍, ଜେଲ୍ ଯିବେ ଦୋଷୀ। ଚିଟଫଣ୍ଡରୁ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଅବା ମନ୍ତ୍ରୀ ନବ ଦାସ ମର୍ଡର କେସରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା। ବିଜେଡି ସରକାର ଅମଳର ଏସବୁର କାଣ୍ଡକାରଖାନାର ତଦନ୍ତ ନେଇ ଖୋଦ୍ ମୋଦି ଓ ଶାହାଙ୍କ ଗ୍ୟାରେଣ୍ଟି ପରେ ବଢିଛି ଆଶା।
ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ। ଆଜି ନୂଆଦିଲ୍ଲୀର ସମ୍ବିଧାନସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି। ତାସହ ଏଠି ବି ଓଡ଼ିଶାକୁ ଫୋକସ୍ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ ଓଡ଼ିଶା ହେବ ଇଞ୍ଜିନ।
ରାଜ୍ୟରେ ବିଜେଡିର ଗଡ଼ ଭୁଶୁଡ଼ିବା ପରେ ଦଳ ଏବେ ଏକ ପ୍ରକାର ଦୁଇ ଭାଗରେ ପରିଣତ ହୋଇଛି ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟେ ବିଜୟୀ ଓ ପରାଜିତ ନେତାଙ୍କୁ ଭେଟି ପରାଜୟର କାରଣ ଖୋଜାଯିବ ବୋଲି କହିବା ପରେ କିଛି ବରିଷ୍ଠ ନେତା, ପାଣ୍ଡିଆନଙ୍କ ନାଁ ନନେଇ ନବୀନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଏବେ ବି ସସପେନ୍ସ। ରେସରେ ଆଗରେ କିଏ। ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବସିବାକୁ ଥିବା ବେଳେ ଅପେକ୍ଷା ପର୍ଯ୍ୟବେକ୍ଷକଙ୍କୁ।
ଆମେଠିରୁ ହାରିଲେ ସ୍ମୃତି ଇରାନୀ । ସ୍ମୃତିଙ୍କୁ ହରାଇଳା କଂଗ୍ରେସ । ଉତ୍ତରପ୍ରଦେଶର ଆମେଠି ଆସନରେ ଜୋରଦାର ଲଢ଼େଇ ହୋଇଛି । ଗତଥର ଯେଉଁ ଆସନରୁ ସ୍ମୃତି କଂଗ୍ରେସ ନାତା ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ଏଥର ସେହି ଆସନରୁ ହାରିଛନ୍ତି ସ୍ମୃତି ଇରାନୀ ।
ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା । ଇଏ ହେଉଛି ଓଡ଼ିଶାର ୨୪ ନିର୍ବାଚନ ଫଳାଫଳ ।
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।
ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ ।
ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା। କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅନେକ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପାହାଡ଼ ତଳେ କଟୁଥିଲା ଜୀବନ । ଗରିବୀକୁ ଖାତିର ନଥିଲା, ଭଲକୁ ବି ଅପେକ୍ଷା ନଥିଲା । ତଥାପି ଖୁସିଥିଲା । ହେଲେ ସମୟ ଏବେ ସୁମିତ୍ରାଙ୍କୁ କନ୍ଦାଇ ଦେଇଛି ।
ଆପଣ ଡ୍ରାଏଫ୍ରୁଟ୍ସ ଖାଉଛନ୍ତି କି ? ଜଣେ ବ୍ୟକ୍ତି କେତେ ପରିମାଣର ଡ୍ରାଏଫ୍ରୁଟ୍ସ ଖାଇବା ଆବଶ୍ୟକ ? ଜାଣନ୍ତୁ
ଲକ୍ଷ୍ମଣ ବାଗ୍ VS ନବୀନ ପଟ୍ଟନାୟକ । ଜଣେ ଚାଷୀ ନେତା ଆଉ ଜଣେ ରାଜ୍ୟର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ । ଯିଏ କି ରାଜନୀତି କ୍ୟାରିୟରରେ ପରାଜୟ ଜାଣିନାହାନ୍ତି । ଦେଖିନାହାନ୍ତି ପରାସ୍ତର ସୂର୍ଯ୍ୟ । ହେଲେ ସେହି ନବୀନଙ୍କୁ ଏଥର ନିର୍ବାଚନରେ ଚେକ୍ ଦେଇଛନ୍ତି ଏହି ବିଜେପି ନେତା ଲକ୍ଷ୍ମଣ ବାଗ୍ ।
କେଉଁଠି ଅଛନ୍ତି ପାଣ୍ଡିଆନ୍ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ କୁହାଯାଉଥିବା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ମିଳୁନି ଦେଖା । ନା ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି, ନା ପରାଜୟ ପରେ ପ୍ରେସମିଟ୍ କରି ନିଜ ବିବୃତି ରଖୁଛନ୍ତି ।
ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ?
କୁଆଡେ ଗଲେ ପାଣ୍ଡିଆନ୍? ବିଜେଡିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ୍ ନେତାଙ୍କ ପତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରେ ଟୁର୍ ପରେ ଟୁର୍ କରୁଥିବା ପାଣ୍ଡିଆନ୍ କିନ୍ତୁ ଏବେ ସାମନାକୁ ଆସିନାହାନ୍ତି।
ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼, ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।
ଶେଷହେଲା ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷର ନିରଙ୍କୁଶ ଯାତ୍ରା। ମୋଦି ଗ୍ୟାରେଣ୍ଟିରେ ଭାଙ୍ଗି ଗଡ଼ ଗଡ଼ ହେଇଗଲା ବିଜେଡି ଗଡ଼।
ରାତିକ ପରେ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ। ଜନମତ କାହା ସପକ୍ଷରେ ଯାଇଛି ତା ଉପରୁ ଉଠିବ ପରଦା। ଏଥିପାଇଁ ଜିଲ୍ଲାସ୍ତରରୁ ରାଜଧାନୀ ଯାଏ ସବୁଠି ପ୍ରସ୍ତୁତି କରାଯାଇଛି।
ବୟସ ମାତ୍ର ୨୭ ବର୍ଷ। ଡାକ୍ତର ବନିବା ସହ ଉପାନ୍ତ ଅଞ୍ଚଳ ପାଇଁ ସାଜିଥିଲେ ଦେବଦୂତ। ଡାକ୍ତରୀ ବୃତ୍ତିକୁ ଆପଣାଇ କେବଳ ଯେ ବାପା, ମାଙ୍କ ସ୍ବପ୍ନକୁ ସାକାର କରିଥିଲେ ତା’ନୁହେଁ, ନିଜ ଜିଲ୍ଲାର ବି ଗୌରବ ଥିଲେ କନ୍ଧମାଳ ଟିକାବାଲିର ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ।
କାଲି ଆସିବ ଫଳାଫଳ ହେଲେ ଆଜିଠୁ ନେତାଙ୍କ ଛାତି ଧଡ଼ ଧଡ଼। କାରଣ କେହି ବି ଶତପ୍ରତିଶତ କନ୍ଫିଡେଣ୍ଟ ନାହାନ୍ତି। କାହିଁ ନା ୨୪ ନିର୍ବାଚନରେ ବଦଳି ଥିଲା ବହୁ ସମୀକରଣ। ବଦଳିଥିଲା ଭୋଟିଂ ପାର୍ଟନ୍।
କାଉଣ୍ଟି ଡେ' ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। କାଲି ଏତେ ବେଳକୁ ସ୍ପଷ୍ଟ ହୋଇସାରିଥିବ ହାର୍-ଜିତ୍ ର ଚିତ୍ର। ତେବେ ଏହାର ଅବ୍ୟବହିତ ପୂର୍ବରୁ, ଆଜି ଉଭୟ NDA ଓ ଇଣ୍ଡି ଶିବିରରେ ଚାଲିଛି ସେଲିବ୍ରେସନ ତୟାରି।