Advertisment

ଦୂର ହେଲା BSKY ଦ୍ୱନ୍ଦ୍ୱ

ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

author-image
Santosh Kumar Sahoo

ଦୂର ହେଲା BSKY ଦ୍ୱନ୍ଦ୍ୱ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଆଶ୍ୱସ୍ତ। ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଯୋଜନାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଚାଲୁ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା । ଆଜି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟ ସଚିବ କହିଛନ୍ତି, BSKYରେ ଘରୋଇ ହସ୍ପିଟାଲରେ ଚିକିତ୍ସା ସେବା ବନ୍ଦ ହୋଇନି । ତେଣୁ BSKY ହିତାଧିକାରୀଙ୍କୁ ଘରୋଇ ହସ୍ପିଟାଲମାନେ ଆଦୌ ଅବହେଳା କରିପାରିବେ ନାହିଁ ।

Advertisment
Odisha BSKY Chief Secretary Pradeep Jena
Advertisment
Advertisment