• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

 OPSC
ଓପିଏସସି ପାଇଲା ସୁନା ଝିଅ, ଗାଁରେ ବାଜା ରୋଷଣୀରେ ସ୍ୱାଗତ

ବାଜା ବାଜୁଛି , ବାଣ ଫୁଟୁଛି, ନାଚ ଗୀତ ସହ ଚାଲିଛି ସେଲିବ୍ରେସନ । ଆପଣ ଭାବୁଥିବେ ବାହାଘର ଶୋଭାଯାତ୍ରା ହୋଇଥିବ । କିନ୍ତୁ ନା...ଏ ବାହାଘର ନୁହେଁ ବରଂ ଜଣେ ଝିଅର ସଫଳତାରେ ପରିବାର ଓ ଗ୍ରାମବାସୀଙ୍କ ସେଲିବ୍ରେସନ ।

  • Monday, 03 June 2024
Yojanara Na Hariloot
କିଏ ହଡ଼ପ କଲା ବର୍ଷକର ଭତ୍ତା?

ଅସହାୟ ବୃଦ୍ଧଙ୍କୁ ବି ଛାଡ଼ିଲେନି । ଲୁଟିଲେ 12 ମାସର ଭତ୍ତା ଟଙ୍କା ।

  • Monday, 03 June 2024
Divyang student shines in Matric exam
ଶାରୀରିକ ଅକ୍ଷମତା ସତ୍ତ୍ୱେ ଜଗନ୍ନାଥଙ୍କ ସଫଳତା

ଶାରୀରିକ ଅକ୍ଷମତା, ଅନେକ ପ୍ରତିକୂଳତା, ତଥାପି ସେ ହାରି ନାହାନ୍ତି....ନିଜେ ନିଜେ ଚାଲୁଛନ୍ତି....ପାହାଚରେ ଚଢ଼ୁଛନ୍ତି....ଖାତାରେ ଲେଖୁଛନ୍ତି.....ବହି ଧରି ପଢ଼ୁଛନ୍ତି....ଏପରିକି ମୋବାଇଲ୍ ଚଳାଇପାରୁଛନ୍ତି ...ସବୁଥିରେ ପ୍ରତିଫଳିତ ହୋଇଛି ତାଙ୍କର ଦୃଢ଼ ଇଚ୍ଛାଶକ୍ତି... ସେ ପ୍ରମାଣିତ କରିଛନ୍ତି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସଫଳତା ମିଳେ....ଅସମ୍ଭବକୁ ସମ୍ଭବ କରିହୁଏ....

  • Monday, 03 June 2024
Puri Firecracker Mishap
ଅକାଳରେ ଲିଭିଗଲା ଚାରି ଜଣଙ୍କ ଜୀବନ ଦୀପ

ମାଆର ବୁକୁ ଫଟା କାନ୍ଦରେ ଭିଜିଯାଇଛି ଖଣ୍ଡିଆବନ୍ଧ ତେଲିସାହି ଅଞ୍ଚଳ । ଅକାଳରେ ଲିଭିଗଲା ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଦୀପ....କିଏ ବା ଧୈର୍ଯ୍ୟ ଧରିବ... ଘରେ କାନ୍ଦ ବୋବାଳି ପଡିଛି । ମୃତକଙ୍କ ମାଆ ଆଖିରୁ ଲୁହ ଶୁଖୁନି । ଦୁଇ ପତ୍ନୀଙ୍କ କଥା ନକହିଲେ ଭଲ... କାନ୍ଦିକାନ୍ଦି ଘଡିକି ଘଡି ବେହୋସ ହୋଇଯାଉଛନ୍ତି ।

  • Monday, 03 June 2024
Maguni Charan Kuanr passes away
କଣ୍ଢେଇକୁ ନଚାଉଥିବା ମଣିଷଟି ଆଜି ନିଶବ୍ଦ

ଦିନେ ଏଇ ହାତ କଣ୍ଢେଇ ଗଢ଼ୁଥିଲା । ଆଉ କଣ୍ଢେଇକୁ ନଚାଉଥିଲା ନିଜ ଇସାରାରେ । ଠିକ୍ କଣ୍ଢେଇର ଭାଗ୍ୟ ବିଧାତା ସାଜି । ନିଜ ଇଚ୍ଛାରେ କଣ୍ଢେଇକୁ ନଚାଉଥିବା ମଣିଷଟି ଆଜି ନିଶବ୍ଦ । ଆଜି ବିଧିର ନିର୍ଦ୍ଦେଶରେ ସବୁଦିନ ପାଇଁ ନିରବୀ ଯାଇଛି କଣ୍ଢେଇ ନାଚର ସେହି ଯାଦୁଗରୀ କଳାକାର ।

  • Monday, 03 June 2024
Odisha Politics Exit poll
ଜୁନ୍ ୪ ଫାଇନାଲ ରେଜଲ୍ଟ ପୂର୍ବରୁ ହୃଦସ୍ପନ୍ଦନ ବଢ଼ାଇଲା ଏକ୍‌ଜିଟ୍ ପୋଲ୍ ସର୍ଭେ ଫଳାଫଳ

ଇଣ୍ଡିଆ ଟୁଡେ ଆକ୍ସିସ ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାର ୨୧ ଲୋକସଭା ସିଟ୍ ମଧ୍ୟରୁ ଜବରଦସ୍ତ ପ୍ରଦର୍ଶନ ସହ ବିଜେପି ୧୮ରୁ ୨୦ ସିଟ୍ ହାସଲ କରିବାକୁ ଥିବା ବେଳେ ବେଳେ ବିଜେଡି ୦ରୁ ୨ ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ହାସଲ କରିପାରେ।

  • Sunday, 02 June 2024
Odisha Politics BJP
ଓଡ଼ିଶାରେ ବିଜେପି ଗ୍ରାଫ୍ ଉପରମୁହାଁ

କେମିତି ସଫଳ ହେବାକୁ ଯାଉଛି ବିଜେପି? କୁହାଯାଉଛି, ଚଳିତ ନିର୍ବାଚନରେ ଅଣଓଡ଼ିଆ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସାଜିଛି ମୁଖ୍ୟ ଫାକ୍ଟର।

  • Sunday, 02 June 2024
Poll Voilence
କଡ଼ ଲେଉଟାଉଥିବା ରାଜ୍ୟ ରାଜନୀତିରେ ରକ୍ତପାତ...

ମାର୍ଶାଘାଇ ବ୍ଲକ ଯମପଡ଼ା ପଞ୍ଚାୟତର ୭୫ ବର୍ଷିୟ ପୁରୁଷୋତ୍ତମ ସ୍ୱାଇଁ । ଯାହାଙ୍କୁ ବିଜେଡି କର୍ମୀ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

  • Sunday, 02 June 2024
Puri Fire Tragedy
ପୁରୀ ବାଣ ଟ୍ରାଜେଡ଼ି ମୃତ୍ୟସଂଖ୍ୟାରେ ଲାଗୁନି ବ୍ରେକ୍

SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ। ସେପଟେ ଏହି ଘଟଣାରେ ଚାରି ଚାରି ଜଣଙ୍କୁ ହରାଇ ଉଜୁଡ଼ି ଯାଇଛି ଖଣ୍ଡିଆବନ୍ଧର ଗୋଟିଏ ପରିବାର ।

  • Sunday, 02 June 2024
 Divyang youth passes Matriculation
ମାଟ୍ରିକ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଙ୍କ ସଫଳତା

ଅଦ୍ୟମ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଦିବ୍ୟାଙ୍ଗ ହୋଇଥିଲେ ବି ସଫଳତା ହାତ ମୁଠାରେ କରି ପାରିଛନ୍ତି। ହାତ ଗୋଡ଼ ନଥାଇ ବି ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର।

  • Sunday, 02 June 2024
Election
Exit Poll 2024: ଦେଶରେ କିଏ ଗଢ଼ିବ ସରକାର?

ଦେଶରେ ସମସ୍ତ ୭ଟି ପର୍ଯ୍ୟାୟ ଏବଂ ରାଜ୍ୟରେ ସମସ୍ତ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ଆସିବାରେ ଲାଗିଛି ଏକଜିଟ୍ ପୋଲ୍। 

  • Sunday, 02 June 2024
Weather
ହିଟ୍ ୱେଭ୍ ଓ ଗୁଳୁଗୁଳିକୁ ନେଇ ସତର୍କ କାରଇଲେ ଏସଆରସି...

ଜଳୁଛି, ଜାଳୁଛି ଏଥରର ଖରା। ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ। ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।

  • Sunday, 02 June 2024
BJP worker
ବିଜେପି କର୍ମୀଙ୍କ ବାପାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା 

ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପିର ପଂଚାୟତ ସଭାପତିଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

  • Sunday, 02 June 2024
Bahanaga Train Accident
ଛାତିଥରା ବାହାନଗା ରେଳ ଟ୍ରାଜେଡିକୁ ବର୍ଷେ 

ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଛି ।ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୃର୍ଘଟଣା। ସେହିଦିନର ଶୁକ୍ରବାର ସାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୃର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା।

  • Sunday, 02 June 2024
Odisha Election
ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା

୨୪ ନିର୍ବାଚନର ଅନ୍ତିମ ଚରଣ ମତଦାନବେଳେ ଆଜି କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଆଦି ସ୍ଥାନରୁ ଆସିଛି ମାଳ ମାଳ ହିଂସାର ଖବର। ସବୁକୁ ବଳି ଯାଇଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର।

  • Saturday, 01 June 2024
Odisha Election
ମତଦାନ ବାଧାପ୍ରାପ୍ତ ଅସନ୍ତୋଷ ଝାଡ଼ିଲେ ଭୋଟର

ରାଜ୍ୟରେ ଶେଷ ପାଳି ଭୋଟିଂ ବେଳେ ବି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ। ଅଧିକାଂଶ ଅଭିଯୋଗ, ଇଭିଏମର ଅଚଳାବସ୍ଥା। ମତଦାନ ବାଧାପ୍ରାପ୍ତ ହେବାରୁ ଅସନ୍ତୋଷ ଝାଡ଼ିଥିଲେ ମତଦାତା। ତେବେ ଗତଥର ଅପେକ୍ଷା ଏଥର କମ୍ ସଂଖ୍ୟକ ତ୍ରୁଟି ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

  • Saturday, 01 June 2024
General Election 2024
ଗଣତନ୍ତ୍ରର ମହାପର୍ବ ପାଇଁ ସୀମାହୀନ ଉତ୍ସାହ

ରାଜ୍ୟରେ ସରିଲା ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ରାପଡା, ଗତସିଂହପୁର, ବାଲେଶ୍ବର, ଯାଜପୁର, ଭଦ୍ରକ ଓ ମୟୂରଭଂଜରେ ବେଶ୍ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ଜନତା।

  • Saturday, 01 June 2024
exit poll 2024
ସର୍ଭେ କହୁଛି ଲୋକସଭାରେ NDAକୁ ବହୁମତ...

ଭୋଟିଂ ଶେଷ ହେବା ମାତ୍ରେ ବିଭିନ୍ନ ନ୍ୟୁଜ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିବାକୁ ଯାଉଥିବା ଆକଳନ କରିଛନ୍ତି। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।

  • Saturday, 01 June 2024
Know the salary of SPG Commando
ମୋଦିଙ୍କ ଅଙ୍ଗରକ୍ଷୀଙ୍କ ଦରମା

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଛାଇ ହୋଇ ରହିଥିବା ଅଙ୍ଗରକ୍ଷୀମାନଙ୍କୁ ଆପଣ ଦେଖିଥିବେ। ଯାହାଙ୍କ ସୁରକ୍ଷାକୁ ଭେଦ କରିବା ସମ୍ପୁର୍ଣ୍ଣ ଅସମ୍ଭବ। ଆଖିରେ କଳା ଚଷମା ସାଙ୍ଗକୁ ହାତରେ ବ୍ରିଫକେସ୍। ହେଲେ କେବେ ଭାବିଛନ୍ତି ଏମାନଙ୍କୁ କେତେ ଦରମା ମିଳେ ? ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।

  • Saturday, 01 June 2024
Sun Stroke
ମୃତ୍ୟୁର ଖେଳ ଖେଳୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।

  • Friday, 31 May 2024
Weather
କାହିଁକି ଜୀବନ ଝାମ୍ପି ନେଉଛି ରୌଦ୍ର ନିଆଁ ?

କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି ।

  • Friday, 31 May 2024
PM Modi
ଧ୍ୟାନ ମୁଦ୍ରାରେ ନରେନ୍ଦ୍ର

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ ।

  • Friday, 31 May 2024
Last Phase Election
ରାତି ପାହିଲେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ

ରାତି ପାହିଲେ ୨୪ ମହାସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲଢ଼େଇ । ରାଜ୍ୟର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ କାଲି ସକାଳ ୭ରୁ ପଡ଼ିବ ଭୋଟ୍ ।

  • Friday, 31 May 2024
Hardik Pandya
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପତ୍ତିକୁ ନେଇ ଜୋରଦାର ଚର୍ଚ୍ଚା

ବର୍ତ୍ତମାନ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜୋରଦାର ଚର୍ଚ୍ଚା। ପତ୍ନୀ ନତାଶାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ବର୍ତ୍ତମାନ ହାର୍ଦ୍ଦିକଙ୍କ 70% ସମ୍ପତ୍ତି ନତାଶାଙ୍କ ପାଖକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି| ତେବେ ଆସନ୍ତୁ ଜାଣିବା ହାର୍ଦ୍ଦିକଙ୍କ ପାଖରେ କେତେ ସମ୍ପତ୍ତି ରହିଛି।

  • Friday, 31 May 2024
Teen girl kills father, brother
ବାପା ଓ ଭାଇକୁ ହାଣି ଫ୍ରିଜରେ ରଖିଲା ଝିଅ

୧୫ ବର୍ଷୀୟା ନାବାଳିକା ଘଟାଇଲା ଜଘନ୍ୟ ହତ୍ୟାକାଣ୍ଡ। ବାପା ଓ ସାନ ଭାଇକୁ ମାରି ଟିକ୍ ଟିକ୍ କରିଦେଲା। ବୟଫ୍ରେଣ୍ଡ ସହ ଚକ୍ରାନ୍ତ କରି ପରିବାର ଲୋକଙ୍କ ରକ୍ତରେ ହୋଲି ଖେଳିଲା ନାବାଳିକା। ଦେଖନ୍ତୁ ଏହି ରିପୋର୍ଟ ।

  • Friday, 31 May 2024