ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ ରହିଛି ଏକ ସୁନ୍ଦର ସ୍ଥାନ ବିଚିତ୍ରପୁର। ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି। ଆଉ ଏହି ମିଳନ ସ୍ଥଳରେ ରହିଥିବା ଲୁଣା ଜଙ୍ଗଲ ହିଁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥାଏ। ଏଠି ଆପଣ ସମୁଦ୍ର ଭିତରେ ବୋଟିଂର ମଜା ମଧ୍ୟ ନେଇପାରିବେ। ତା ସହିତ ଦେଖିପାରିବେ ନାଲି କଙ୍କଡ଼ା ଓ ବିଦେଶୀ ପକ୍ଷୀ।
Published: Sarbeswar
Last updated: 09 September 2021, 12:57 PM IST
ମେକ୍ସିକୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପ ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା।