ଆଜିର ଦିନକୁ ବଡ଼ଦିନ ଭାବେ ପାଳନ କରୁଛନ୍ତି ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ.. ଆଜି ମଧ୍ୟରାତ୍ରିରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି.. ହେଲେ କୋଭିଡ୍ ପାଇଁ ସବୁ ଫିକା...
ସେଣ୍ଟ ପିଟର୍ ବାସିଲିକାରେ ପୋପ୍ ଫ୍ରାନସିସ୍ କୁନି ଯୀଶୁଙ୍କ ପ୍ରତିକୃର୍ତ୍ତିକୁ ଅନାବରଣ କରିବା ପରେ ବିଧି ଅନୁସାରେ କ୍ୱାରୋଲ୍ ଗାଇଥିଲେ ଶ୍ରଦ୍ଧାଳୁ
ବଡଦିନ ରାତିସାରା ଏଠି ଲାଗିଥାଏ ଗହଳ ଚହଳ । ହେଲେ ଏଠି ସବୁ ଚୁପ୍ ଚାପ୍। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଲୋକେ ପାଳିଛନ୍ତି ବଡଦିନ।
ଦୁଇଶହ ପାଖା ପାଖି ଚାମଚ କାଠିରେ ତିଆରି ହୋଇଛି ଖ୍ରୀଷ୍ଟମାସ ଟ୍ରୀ। ତିଆରି କରିଛନ୍ତି ପୁରୀର ମାର୍କଣ୍ଡେଶ୍ୱର ସାହିର ଯୁବ ଶିଳ୍ପୀ ବିଶ୍ୱପୂପା ପଟ୍ଟନାୟକ ଝିଅ।
ଧରାବତରଣ କରିବେ ପ୍ରଭୁ ଯୀଶୁ। ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।
ଏକ ପବିତ୍ର ଦିନ ହେଉଛି ବଡଦିନ। ଖ୍ରୀଷ୍ଟ ଧର୍ମାବଲମ୍ୱି ମାନଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। କୋଭିଡ୍ ଗାଇଡ୍ ଲାଇନ୍ସ ଅନୁସାର ପାଳନ କରୁଛି ସାରା ଦେଶ
ବଡଦିନ ପାଇଁ ଉତ୍ସବ ମୁଖର ସାରା ଦେଶ ହେଲେ କୋଭିଡ୍ ପାଇଁ ଲାଗିଛି କଟକଣା। ବିନା ଆଡମ୍ୱରରେ ଲୋକେ ସ୍ୱାଗତ କରୁଛନ୍ତି ଯୀଶୁଙ୍କୁ
ଯୀଶୁଙ୍କ ଜନ୍ମଦିନରେ ବାଲେଶ୍ୱରରେ ବୁଲୁଛନ୍ତି ସାଣ୍ଟା। ଯୀଶୁଙ୍କୁ କେକ୍ କାଟି ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ।
କୋଭିଡ୍ ମହାମାରି ପାଇଁ ଏଥର ହେବନି ସାମୁହିକ ପ୍ରାର୍ଥନା। ଗାଇଡ୍ ଲାଇନ୍ ମାନି ଲେକେ ପାଳନ କରିଛନ୍ତି ବଡଦିନ।
ସମସ୍ତେ ପ୍ରସ୍ତୁତ ଯିଶୁଙ୍କୁ ସ୍ୱାଗତ କରିବା ପାଇଁ। ଚର୍ଚ୍ଚରେ ବି ବଢିବାରେ ଲାଗିଛି ଗହଳ ଚହଳ।
ବଡଦିନ ପାଇଁ ସଜେଇ ହୋଇଛି ଚର୍ଚ୍ଚ। ନାଚ ଗୀତରେ ଝୁମୁଛନ୍ତି ଛୋଟ ପିଲା।
ବଡଦିନରେ ଆସିବେ ଯିଶୁ। ସ୍ୱାଗତ ଲାଗି ପ୍ରସ୍ତୁତ ପୁରା ସହର। ପିଲାଙ୍କଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ତୟାର ଯିଶୁଙ୍କୁ ସ୍ୱାଗତ କରିବା ପାଇଁ।
ଭୁବନେଶ୍ୱରର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଚହଟରାୟ ବୃଦ୍ଧ ବୟସରେ ମାତ୍ର ୩୯୯ ଟଙ୍କା ଫେରିପାଇବା ଆଶାରେ ଦୌଡ଼ୁଛନ୍ତି ଖଣ୍ଡଗିରିରେ ଥିବା ଖୋର୍ଦ୍ଧା କଞ୍ଜୁମର କୋର୍ଟକୁ । କଥା ୩୯୯ ଟଙ୍କାର ନୁହଁ । ଲଢ଼େଇ ହକ୍ର । ଝାଳବୁହା ପଇସା ଫେରି ପାଇବାର ।
ରାଜନୀତି ପଶାପାଲିରେ ପଛୁଆବର୍ଗ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ପଡିବା ଦେବା ପରେ ତେଜିଛି ରାଜନୀତି । ମୁହାଁମୁହିଁ ବିଜେପି-ବିଜେଡି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ରାଜ୍ୟ ସରକାରଙ୍କୁ ନିଶାନା କରିଥିବା ବେଳେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାର କାଉଣ୍ଟର କରିଛନ୍ତି ।
ଆଧ୍ୟାତ୍ମିକତାର ସହର ପୁରୀ । ଯେଉଁଠି ଭକ୍ତଟିଏ ପାଦଦେଲେ ବିଭୋର ହୋଇଯାଏ, ମହାପ୍ରଭୁଙ୍କୁ ଦର୍ଶନ କରି ମୁକ୍ତିଲାଭ କରେ, କିନ୍ତୁ ସେହି ସହର ଏବେ ବନିଯାଇଛି ନିଶା ମାଫିଆଙ୍କ ଚରାଭୁଇଁ।
ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦେଶ ।
ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ଦିନରେ ଖରା ମାଡ, ରାତିରେ ହାଡଭଙ୍ଗା ଜାଡ । ଖୋଲା ଆକାଶ ତଳେ କଷ୍ଟ ଅର୍ଜିତ ଅମଳ ଧାନକୁ ଜଗି ରହିଛି ଚାଷୀ ।
ବଡଦିନ ପାଇଁ ବାଲିଗୁଡାରେ ବ୍ୟାପକ ପ୍ରସ୍ତୁତି। ସଜେଇ ହୋଇପଡିଛି ଚର୍ଚ୍ଚ। ପିଲାଙ୍କ ଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଅପେକ୍ଷା କରିଛନ୍ତି ବଡଦିନକୁ ସ୍ୱାଗତ କରିବା ପାଇଁ।
ବଡ଼ଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ.. ସାଜସଜ୍ଜା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି.. କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପୋଲିସ ସଜାଗ ରହିଛି
ବିଭିନ୍ନ ଦେଶରେ ଖ୍ରୀଷ୍ଟମାସ୍ ର୍ପବର ଭିନ୍ନ ଭିନ୍ନ ନାମ ରହିଛି। ତେବେ ଭାରତ ଓ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡିକରେ ଏହି ର୍ପବକୁ ବଡ଼ଦିନ ବୋଲି କୁହାଯାଇଥାଏ ।
ଫୁଲବାଣୀ ସ୍ଥିତ କାର୍ମେଲ ଇଂଲିସ ମିଡିୟମ ସ୍କୁଲରେ ପ୍ରି-ଖ୍ରୀଷ୍ଟମାସ ପାଳନ କରାଯାଇଛି.. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ଉପରେ ବିଭିନ୍ନ ନାଚ, ଗୀତ ଏବଂ ବାକ୍ୟ ପରିବେଷଣ କରାଯାଇଛି.. କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହିତ କେକ କାଟି, ମିଠା ଖାଇ ପ୍ରି-ଖ୍ରୀଷ୍ଟମାସ ପାଳନ କରିଛନ୍ତି ଛାତ୍ରଛାତ୍ରୀ
ଆଜିଠୁ ଆରମ୍ଭ ହେବ ସେଲିବ୍ରେସନ.. ଧରାବତରଣ କରିବେ ଯୀଶୁ ଖ୍ରୀଷ୍ଟ..ଏଥିପାଇଁ ସଜେଇ ହେଲାଣି ଗିରିଜା ଘର..
ଶୀତ କେବେ କେବେ ସୁନ୍ଦର ଆଉ କେବେ ଭାରି ଯନ୍ତ୍ରଣାପୂର୍ଣ୍ଣ । ଏଇ ଶୀତକୁ ଉପଭୋଗ କରିବାକୁ କିଏ ବୁଲୁଛି ପାହାଡ଼ା ଝରଣା ତ ଆଉ କିଏ ଶୀତ ରାତିରେ ଫୁଙ୍ଗୁଳା ଦେହରେ ଶୋଇପଡ଼ୁଛି ଫୁଟପାଥ୍ ଉପରେ ।
ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ କିନ୍ନର । ଅନ୍ୟମାନଙ୍କ ଭଳି ସେମାନଙ୍କୁ ମିଳିବ ସମାନ ସୁବିଧା ସୁଯୋଗ ଓ ସୁରକ୍ଷା । କେମିତି ଜାଣିଛନ୍ତି ?
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍ । ଏ ବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ ।