ଥମୁନି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ କଳି। ପୂର୍ବଭଳି ସୁମିତଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ସହ କାଠଚୂଲିରେ ରୋଷେଇ କରୁଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ପୀଡିତ ନଥିବା ଜଣାପଡିଛି ।
ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା । ଦେଖନ୍ତୁ ଏହି ରିପୋର୍ଟ ।
ପାଠକଙ୍କ ପାଇଁ ପାଠାଗାର ହେଉଛି ଜ୍ଞାନର ଏନ୍ତୁଡ଼ିଶାଳ । ହେଲେ କଟକସ୍ଥିତ ପୁରାତନ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାର ଏବେ ଧିରେ ଧିରେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି ।
ଜନନୀ ଆଶ୍ରମ। ନାଁ ଯେମିତି କାମ ବି ସେମିତି। ମାଆଠାରୁ ଅଧିକ ସ୍ନେହ ଏଇଠି ହିଁ ମିଳେ। ଆଉ ନିସ୍ୱାର୍ଥପର ସେବା କରି ଆସୁଥିବା ଜଣେ ପ୍ରେରଣାଦାୟୀ ମଣିଷକୁ ଚିହ୍ନନ୍ତୁ...
ଏମାନଙ୍କ ନାଁରେ ଜମି ଖଣ୍ଡେ ନାହିଁ। ଋଣ କ’ଣ ଏମାନେ ଜାଣନ୍ତି ନାହିଁ। ହେଲେ କୃଷିଋଣ ନାଁରେ କୋଟି କୋଟି ଟଙ୍କା ଏମାନଙ୍କ ନାମରେ ଉଠାଯାଇଛି। ଏମିତି ଜାଲିଆତିର ଗୁମର ଖୋଲିଛି...
ଆଜି ରବିବାର। ଆମିଷ ବାର। ଜମିଲା ଆଜିର ଖାଇବା। ମାଂସ ନଖାଇ ଖାଆନ୍ତୁ ‘ଖାସି ଗୋଡ଼ ସୁରୁମା’। କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ...
ଏଇଠି ୧୧ ଦିନ ପର୍ଯ୍ୟନ୍ତ ହସିବା ଓ ମଦ ପିଇବା ଉପରେ ରୋକ୍ ଲଗାଇଲେ ସରକାର। ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ଦିଆଯାଇପାରେ କଠୋରରୁ କଠୋର ଦଣ୍ଡ, ଜାଣନ୍ତୁ କଣ ରହିଛି ପୂରା ଘଟଣା
ଏ ଆମ ସରକାରୀ ଅଫିସ୍। ଯେଉଁଠି ସବୁ ସରକାରୀ ନିୟମ କାର୍ଯ୍ୟକାରୀ ହୁଏ। ହେଲେ ଏଠି କେମିତି କାର୍ଯ୍ୟକାରୀ ହେଉଛି, ଦେଖରେ ନାରଣ...
ଶିମିଳିପାଳ ବୁଲି ଆସୁଥିବା ପର୍ଯ୍ୟଟକ ପାଇଁ ଆସିଲା ଖୁସି ଖବର। ଅଭୟାରଣ୍ୟରେ ବୁଲିବା ପାଇଁ ବନ ଭିଭାଗ ନେଲା ନୂତନ ପଦକ୍ଷେପ। ଏଣିକି ନୂଆ ଟୁରିଷ୍ଟ ବସରେ ବସି ଶିମିଳିପାଳ ଅଭୟାରଣ୍ୟ ବୁଲିବା ସହିତ ପ୍ରକୃତିକୁ ପାଖରୁ ଉପଭୋଗ କରି ପାରିବେ ପର୍ଯ୍ୟଟକ...
କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ। ୧୫ ମାସ ତଳେ ହଠାତ୍ ଘରୁ କୁଆଡ଼େ ଚାଲି ଯାଇଥିବା ମାଆଟି କାଲି ନାଟକୀୟ ଢଙ୍ଗରେ ମିଳିଛନ୍ତି ତାଙ୍କ ପୁଅବୋହୂଙ୍କୁ। ତାହା ପୁଣି ଓଟିଭିର ଏକ କାର୍ଯ୍ୟକ୍ରମ ପାଇଁ। ଟିଭି ପରଦାରେ ହଜିଲା ମାଆକୁ ଦେଖି କାନ୍ଦି ପକାଇଥିଲେ ପୁଅ। ଆଉ ମିଳନର ସେ ମୁହୂର୍ତ୍ତ ଆଖିକୁ ଲୁହ ଆଣି ଦେବ।
ଶୀତ ରତୁ ଆସିଲେ। ମନକୁ ଆସେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର କଥା। ସେଠାକାର ଶୀତୁଆ ସକାଳର ଦୃଶ୍ୟ ହେଉ ଅବା ମନଲୋଭା ପ୍ରକୃତି, ସବୁ କିଛିକୁ ଅତି ପାଖରୁ ଦେଖିବା ପାଇଁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼...
ହ୍ୱାଟ୍ସଆପ୍ ପୁଣି ଆଣିଲା ନୂଆ ଫିଚର। ଏଣିକି ଗ୍ରୁପରେ ଥିବା କୌଣସି ବି ମେସେଜ୍କୁ ଡିଲେଟ୍ କରିପାରିବେ ଆଡ୍ମିନ୍: ହେଲେ କରିବାକୁ ପଡ଼ିବ ଏହି ଛୋଟିଆ କାମ୍
କେନ୍ଦ୍ରାପଡା ମହାକାଳପଡାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ। ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଏହି ମେଗା ପ୍ଲାଣ୍ଟ ସ୍ଥାପନ ଲାଗି ଅନୁମୋଦନ ଦେଇଛି ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି।
କେଉଁଠି ପୁରୁଣା ଟେଣ୍ଟ,କେଉଁଠି ଅସନା ଟଏଲେଟ । ଉଦଘାଟନର ୪ଦିନ ପରେ ଇକୋ-ରିଟ୍ରିଟରେ ଅବ୍ୟବସ୍ଥା, ମୁହଁ ମୋଡ଼ିଲେଣି ପର୍ଯ୍ୟଟକ ।
ସରପଂଚ ଅଛନ୍ତି, କିନ୍ତୁ ଭିକ ମାଗୁଛନ୍ତି । ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍ ସରପଂଚ ପାଉନାହାନ୍ତି । ଯାହାକୁ ନେଇ ଉଠିଛି ପ୍ରଶ୍ନ ।
କଟକରେ ନାଇଜେରିଆ ଫେରନ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ରାଜ୍ୟବାସୀଙ୍କ ମନରେ ଛନକା ।
ଦିନକୁ ଦିନ ନୂଆ ମୋଡ଼ ନେଉଛି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟକଳି । ଫିଟୁନି ସମାଧାନର ବାଟ । ଗୋଟିଏ ପଟେ କୋର୍ଟରେ ମାମଲା ବିଚାରାଧିନ, ଅନ୍ୟପଟେ ସ୍ୱାମୀଙ୍କ ଦେଖାଦର୍ଶନ ମିଳୁନଥିବାରୁ ଶ୍ୱଶୁର ଘରେ ରହିବାକୁ ଦାବି କରି ପୁଣି ଗତରାତିରୁ ଧାରଣା ଦେଇଛନ୍ତି ତପସ୍ୱିନୀ।
ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି। ଦେଖନ୍ତୁ ପୂରା କାହାଣୀ।
ଯିଏ ଦିନେ ଅନ୍ଯମାନଙ୍କ ସାହାରା ପାଲଟିଥିଲେ, ସେ ନିଜେ ଆଜି ବେସାହାରା। ନେତା ମନ୍ତ୍ରୀଙ୍କ ପାଖରେ ଠିଆ ହୋଇ ଯିଏ ନିଜ ଗାଁ ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ, ସେ ଆଜି ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି। ଏମିତି ଦୁର୍ଭାଗ୍ଯ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଜଣେ ମହିଳା ସରପଞ୍ଚଙ୍କ ଭାଗ୍ଯରେ।
ଆମ ପୁରୀ ବେଳା ଭୂମି ଗୋଟେ ପାର୍କ ନୁହେଁ କି? ଏଠି କଣ ତମେ ଆଉ ବାଡ଼ ପକେଇବ? ଏଠି ଆମେ ଶଙ୍ଖ ବିକିବୁ, ମୁଢ଼ି ବିକିବୁ, ତମେ କଣ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରିବ କହୁଛ?
ବଲାଙ୍ଗିର ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସ ତନାଘନା ଜେରା ଆରମ୍ଭ କରିଦେଇଛି। ବଲାଙ୍ଗିର ସଦେଇପାଲିର ଏକ ଚାଷ ଜମିରୁ ମାରଣାସ୍ତ୍ର ଜବତ କରିଛି ପୋଲାସ।
ଆରମ୍ଭ ହୋଇଛି ଶୀତର ରାଜୁତି । ଘନ କୁହୁଡି ସହ ଶୀତରେ ଥରୁଛି ସାରା ଓଡ଼ିଶା । ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ ।
ବ୍ରିଟେନରେ ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ଆସିପାରେ । ଆଉ ଏହି ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ନେଇ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ |
ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି ...।