ବାତ୍ୟା ପାଇଁ ଛୁଟି ବାତିଲ : ସଜାଗ ରହିବାକୁ ଦିଆଗଲା ନିର୍ଦ୍ଦେଶ…ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି କରିଛି । ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।
ଆଜି ୨୦୨୧ ମସିହା ଡିସେମ୍ବର ୩ ତାରିଖ,ଶୁକ୍ରବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ଗୃହରେ ବିରୋଧୀ, ବାହାରେ ଶାସକ କଲେ ପ୍ରତିବାଦ । ବିଜେପି ଦେଖାଇଲା କଳାଗାମୁଛା । ବାଚସ୍ପତିଙ୍କୁ ଟାର୍ଗେଟ୍ କଲା ବିଜେପି ।
ହୀରାକୁଦରେ ତିଆରି ହେବ ସୌର ବିଦ୍ୟୁତ ପ୍ରକଳ୍ପ । ଚାଲିଛି ସର୍ଭେ କାମ, ଏଇ ଦିନଠୁ ଆରମ୍ଭ ହେବ କାମ ।
ଲୋକସେବା ଭବନକୁ କାହିଁକି ସାମ୍ବାଦିକଙ୍କୁ ମନା ? ଯୋଦ୍ଧା ଘୋଷଣା କଲେ କିନ୍ତୁ ଯୁଦ୍ଧ ଭଳି ସ୍ପିଡ୍ରେ ନ୍ୟୁଜ ସଂଗ୍ରହ କରିବାକୁ ସୁଯୋଗ ଦେଉନାହାନ୍ତି ସରକାର । ଜାଣନ୍ତୁ କଣ ରହିଛି କାରଣ ?
ଟେନ୍ସନ୍ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।
ମମିତା ହତ୍ୟା ମାମଲାରେ ନ୍ୟାୟ ମାଗୁଛି ସାରା ରାଜ୍ୟ । ହେଲେ ରାଦ୍ୟ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇ ଏମିତି କହି…
କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଭାରତରୁ ୨ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ।
ଆଜି ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା ବୈଠକ କରିଥିଲେ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ବୈଠକରେ ସାମଲି ରହିଥିଲେ । ବାତ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଣ ସବୁ ଆଲୋଚନା ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ।
ସମ୍ଭାବ୍ୟ ବାତ୍ୟା ଖବର ଆସୁ ଆସୁ ପରିବା ଦର ଆକାଶଛୁଆଁ.. ଲୋକେ ଭୟଭୀତ ହୋଇ ପରିବା କିଣିବାକୁ ଭିଡ଼ ଜମେଇଛନ୍ତି..ଏଣୁ ବ୍ୟବସାୟୀ ବେଲଗାମ ଦର ଲଗାଇ ଲାଭ ପାଉଛନ୍ତି..
ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ଲକ୍ଷ୍ୟ ଯଦି ସକାରାତ୍ମକ ଆଉ ଇଚ୍ଛାଶକ୍ତି ଯଦି ଦୃଢ.. ତେବେ ସବୁକିଛି ସମ୍ଭବ.. ଭଦ୍ରକର ନୟନାନନ୍ଦ ମହାନ୍ତି ଆଉ କଟକ ନିଆଲିର ସଂଗ୍ରାମଜିତ୍ ହାତୀ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ.. ଉଭୟଙ୍କ କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ..
୨୦୧୯ ନିର୍ବାଚନ ବେଳକୁ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲ ପାଇଁ ଭିତ୍ତିପ୍ରସ୍ତର କରିଥିଲେ.. ହେଲେ ଅଢ଼େଇ ବର୍ଷ ହେଇଗଲା ପଥର ଖଣ୍ଡେ ବି ପଡ଼ିଲାନି.. କେବେ ବାଉଁଶ ପୋଲ, କେବେ ଦେଶୀ ଡଙ୍ଗାକୁ ଭରସୁଛନ୍ତି ଅଞ୍ଚଳବାସୀ..
କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରିଛନ୍ତି.. ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି..
ଧୀରେ ଧୀରେ ଶକ୍ତି ସଞ୍ଚୟ କରୁଛି ଲଘୁଚାପ..କାଲି ଏହା ବାତ୍ୟା ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ିଆସିପାରେ.. ଶନିବାର ପାଇଁ ସତର୍କ ଘଣ୍ଟି ରହିଛି..
ରୋଷେୟୀ କରୁଥିବା ବେଳେ ବାତ ମାରିଲା। ଗରମ ତରକାରୀ ବେକ ଉପରେ ଢାଳି ହୋଇଗଲା। ତାପରଠୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁମିତ୍ରା। ଗାଁଲୋକଙ୍କ ସହାୟତାରେ ପାଇଲେ ନୂଆ ଜୀବନ...
ସିଡିରେ ଚଢି କ୍ଷୀର ଢାଳିବାକୁ ଯିବା ବେଳେ ସାଂସଦଙ୍କ ସିଡ଼ି ହେଲା ଟଳମଳ। ନିଜେ ଦେଖି ମୁଣ୍ଡ ହଲାଇ କହିଲେ ହେବନି। ତାପରେ ସିଡ଼ିକୁ...
ଜଳପ୍ରପାତକୁ ଥିଲା ଏକ ଚଲା ରାସ୍ତା । ହେଲେ ଗାଁ ଲୋକ ଏକାଠି ହୋଇ ପାହାଡ କାଟି ତିଆରି କରିଦେଲେ ରାସ୍ତା । ଏମାନଙ୍କ ପାଖରେ ଧନ ନଥାଇପାରେ, କିନ୍ତୁ ରହିଛି ମନ । ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟାଭିଡି ବାହାରିଛନ୍ତି ଏମାନେ ।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ଉଲକାପିଣ୍ଡ। ସପ୍ତାହ ମଧ୍ୟରେ ପୃଥିବୀ ସହ ହୋଇପାରେ ଧକ୍କା। ରଚିପାରେ ଧ୍ୱଂସଲୀଳା। ଯଦି ଏମିତି ହୁଏ, ତେବେ ଏ ପୃଥିବୀ ରହିବ ତ...
ହ୍ୱାଟ୍ସଆପ ୟୁଜରଙ୍କ ପାଇଁ ବଡ଼ ଖବର। ଏଣିକି ମୋବାଇଲରୁ ଜରୁରୀ ମେସେଜ୍ ଡିଲିଟ୍ ହୋଇଥିଲେ ଆଉ ଚିନ୍ତା ନାହିଁ। କେବଳ ଏହି ଗୋଟିଏ କାମ କଲେ ମିଳିଯିବ ପୂରା ଚାଟ୍। ଏମିତି କରନ୍ତୁ ସେଟିଂ...
ଏ କେମିତିକା ପ୍ରଧାନମନ୍ତ୍ରୀ କେଜାଣି। ଚିହ୍ନୁ ନାହାନ୍ତି ଭୋକିଲାଙ୍କ ପେଟ। ଆଫଗାନକୁ ଯାଉଥିବା ଗହମ ଲୁଟିବାକୁ କରୁଛନ୍ତି ଉଦ୍ୟମ। ସର୍ତ୍ତ ରଖି ରାସ୍ତା ବ୍ୟବହାର କରିବାକୁ ଦେଲେ ଅନୁମତି..
କାମ ଚାପରେ ଅଛନ୍ତି କି ଏକାଧିକ ବିଭାଗ ଚାର୍ଜରେ ଥିବା ଆଇଏଏସ୍ I ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ଉନ୍ନୟନ କମିଶନରଙ୍କୁ ଚିଠିକୁ ନେଇ ଚର୍ଚ୍ଚା I କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ଦାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ ।
ମମିତା ମାମଲାରେ ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍ I କଳା ଗାମୁଛା ଓ ବ୍ୟାନର ଦେଖାଇ ବିଜେପିର ହୋହଲ୍ଲା I ଆବାସ୍ ସ୍କିମରେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ବିଜେଡିର କାଉଣ୍ଟର I