ଜଳପଥ ଦେଇ ଅନୁପ୍ରବେଶ କରିବେ କି ଆତଙ୍କବାଦୀ? ଦେଖନ୍ତୁ କେମିତି ସମୁଦ୍ର ପଥରେ ଲଢେଇ କରୁଛନ୍ତି ସୁରକ୍ଷାକର୍ମୀ
୬ ଦିନରେ ମାରିଦେବ ଓମିକ୍ରନ : ଚିନ୍ତାରେ ସାରା ବିଶ୍ୱ, ଏବେ ଜାପାନରେ କାୟା ବିସ୍ତାର କରୁଛି ଏହି ଭୂତାଣୁ
ମାଳ ମାଳ ଯୋଜନା, ଗଣ୍ଡା ଗଣ୍ଡା ପୁରସ୍କାର କିନ୍ତୁ ଚାଷୀର ବଦଳୁନି ଭାଗ୍ୟ....ରୋଜଗାର କମୁଛି ଚଷା ପୁଅର
୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି : ପଂଚାୟତ ନିର୍ବାଚନ ଦଳ ପାଇଁ ସେମି ଫାଇନାଲ ମ୍ୟାଚ୍ ସଦୃଶ୍ୟ
ପ୍ରବଳରୁ ଅତି ପ୍ରବଳ ବର୍ଷିବ.. ଆଣ୍ଡାମାନ ସାଗରରେ ଲଘୁଚାପ ଅଧିକ ଘନୀଭୂତ ହେଉଛି.. ଫଳରେ ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା... ଶୁଣନ୍ତୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କଣ ସୂଚନା ଦେଉଛନ୍ତି
ଆସୁଛି ବାତ୍ୟା। ୪ ତାରିଖ ସକାଳେ ଉପକୂଳରେ ପହଞ୍ଚିବ ବାତ୍ୟା। ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଆଇଏମଡି ଡିଜି ଏହି ସୂଚନା ଦେଇଛନ୍ତି।
ବାତ୍ୟା ଭୟରେ ଚଳଚଞ୍ଚଳ ଚାଷୀଭାଇ । ଆଗନ୍ତୁକ ବର୍ଷାକୁ ନେଇ ଶୀଘ୍ର ଧାନ କାଟିଦେଉଛନ୍ତି ଚାଷୀ । ବାଲେଶ୍ୱରରୁ ଏ ସଂପର୍କରେ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବାଲେଶ୍ୱର ବ୍ୟୁରୋ ଚିପ୍ ରଶ୍ମୀ ରଞ୍ଜନ ଦାସ ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆରପିଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡି। ଧକ୍କା ପରେ ସଂପୂର୍ଣ୍ଣ ଜଳିଗଲା ବାଇକ୍ । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର ।
ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I
ସିବିଆଇ ତଦନ୍ତ ନିର୍ଦେଶ ଦିଅ, ନହେଲେ ଇଛାମୃତ୍ୟୁ ଲାଗି ଅନୁମତି ଦିଅ । ଏମିତି ନେହୁରା ହୋଇଛନ୍ତି ନିଜ ସମ୍ପର୍କୀୟଙ୍କୁ ହରାଇଥିବା ରାଜ୍ୟର ୨୧ ପରିବାରର ସଦସ୍ୟ । ଦେଖନ୍ତୁ ପୁରା ଖବର ।
୯ ଦିନରେ ତପସ୍ୱିନୀଙ୍କ ଲଢ଼େଇ। ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ୯ ଦିନ ହେଲା ଧାରଣାରେ ବସି ରହିଛନ୍ତି ତପସ୍ୱିନୀଙ୍କ ଦାସ । ଗତକାଲି କୋର୍ଟ ରାୟ ପ୍ରକାଶ କରିନଥିବା ବେଳେ ଆଜି ରାୟ ପ୍ରକାଶ ପାଇପାରେ। ଶୀତ କାକରରେ ତପସ୍ୱିନୀ ଆଜିକୁ ୯ ଦିନ ହେଲା ନିଜ ଜିଦରେ ଅଟଳ ରହିଛନ୍ତି ।
ବୁର୍ଲା ଭୀମସାରରେ ବଢ଼ୁଛି କରୋନା ସଂକ୍ରମଣ। ଆଉ ୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ଦିନକୁ ଦିନ ବ୍ୟାଙ୍କରେ ସୁଧ ହାର କମିବାରେ ଲାଗିଛି। ଯାହାକୁ ଦେଖି ହତାଶ ସଂଚୟକାରୀ। ଏବେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଇଠି ଲଗାନ୍ତୁ ଅର୍ଥ, ପାଆନ୍ତୁ ଭଲ ରିଟର୍ଣ୍ଣ...
ଭାଇଭଉଣୀଙ୍କ ପାଇଁ ଧନ୍ୟ ହୋଇଗଲା ଗାଁ । ଚିଠି ଲେଖି ସରକାରଙ୍କ ଉପରେ ଚାପ ପକାଇଦେଲେ । ଛୋଟ ଛୁଆ ଥିବା ବେଳେ ଗାଁର ସମସ୍ୟା ନେଇ ପୋଲ ତିଆରି କରିବାକୁ ଲେଖିଥିଲେ ଚିଠି । ଏବେ ପୋଲ ତିଆରି କାମ ସରିଲାଣି । ଗାଁ ଲୋକ ଏଇ ଭାଇଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ।
ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଡିସେମ୍ବର ୨ରୁ ରାଜ୍ୟରେ ଛେଚିବ ବର୍ଷା । ୩ ଓ ୪ରେ ଗଜପତି, ପୁରୀ, ଗଂଜାମକୁ ସତର୍କତା ଜାରି । ଛାନିଆ ଚାଷୀ, ଓୟୁଏଟି ଦେଲା ଫସଲ ସୁରକ୍ଷା ପରାମର୍ଶ ।
ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ। ସମରାଭ୍ୟାସରେ ୧୮ ଟି ସଂସ୍ଥା ସାମିଲ। ୨୬/୧୧ ମୁମ୍ବାଇ ଆକ୍ରମଣ ପରଠାରୁ ସାରା ଦେଶର ଉପକୂଳିଆ ଅଞ୍ଚଳରେ ଏହି ମକଡ୍ରିଲ କରାଯାଉଛି। #SagarKabcha #OTV #OdIsha #OTVNews
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ଶୀଘ୍ର ଶେଷ ପାଇଁ ରେଳ ମନ୍ତ୍ରଣାଳୟ ଦେଉଛି ପ୍ରାଥମିକତା । ବାରୁଆଁ ପାହାଡ଼ରେ ୮୪୦ ମିଟର ଟନେଲର କାମ ଶେଷ । ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ।
ଶିଶୁଙ୍କ ଛାୟା ବିଧାନସଭା ଭୁବନେଶ୍ୱରର ପୁରୁଣା ବିଧାନସଭାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ। ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ଦିଆଯାଉନି ସଂରକ୍ଷଣ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ସଂରକ୍ଷଣ ଦେବାକୁ ଦାବି । ବିଜେପି ଓଡ଼ିଶା ଓବିସି ମୋର୍ଚ୍ଚାର ଦାବି ।
ଆସୁଥିବା ବର୍ଷାକୁ ନେଇ ଚାଷୀ ଅମଳକୁ ନେଇ ଚିନ୍ତାରେ ରହିଥିବା ବେଳେ ଏବେ ସଂରକ୍ଷଣ ପାଇଁ ସ୍ଥାନକୁ ନେଇ ଚିନ୍ତା ପ୍ରକଟ କରିଛି । ଏମିତି ସ୍ଥିତିରେ ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ବର୍ଷଯାକର ଅମଳ । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି । ଦେଖନ୍ତୁ ଏହାର ଏକ ରିପୋର୍ଟ ।
କୋହଲା ପାଗକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ତଳ ଲିମକା ଗ୍ରାମର ଚାଷୀ । ଏ ସମ୍ପର୍କରେ ଲିମିକା ଗାଁର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତନିଧି ସୂର୍ଯ୍ୟ ନାରାୟଣ ପଣ୍ଡ ।
ଆଜି ୨୦୨୧ ମସିହା, ନଭେମ୍ବର ମାସ, ୩୦ ତାରିଖ, ମଙ୍ଗଳବାର, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଚାଷୀଙ୍କୁ ଘାରିଛି ବର୍ଷା ଭୟ । ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ଏହାରି ମଧ୍ୟରେ ପ୍ରାଣ ବିକଳରେ ଚାଷୀ ବର୍ଷା ପାଣିରେ ଭିଜା ଧାନକୁ ସୁଖୀଇବାରେ ଲାଗିପଡିଛନ୍ତି
ଦୀର୍ଘ ୯ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। EDରୁ ଫେରିବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି ।