• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vicky Kaushal Katrina Kaif

Katrina Kaif
Throwback Video: ବାସନ ଧୋଇଲେ, ଝାଡ଼ୁ ମାରିଲେ...ଭାଇରାଲ୍‌ ହେଉଛି କ୍ୟାଟ୍ରିନାଙ୍କ ଏହି ଭିଡିଓ

ଏବେ କ୍ୟାଟ୍ରିନାଙ୍କ କିଛି ପୁରୁଣା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କ୍ୟାଟ୍ରିନା ରୋଷେଇ ଘରେ ବାସନ ଧୋଉଛନ୍ତି।

Vicky Kaushal Marriage
ଲାଲ୍ ଲେହେଙ୍ଗା ଓ ଗୋଲଡେନ୍ ସେରୱାନିରେ ନଜର ଆସିଲେ ଭିକ୍ଟ୍ରିନା; ଫଟୋ ଭାଇରାଲ୍..

ବିବାହ ବନ୍ଧନରେ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବଲିଉଡରେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଯୋଡ଼ି ପରସ୍ପରର ହାତ ଧରିଛନ୍ତି । ଗତକାଲି ରାଜସ୍ଥାନର ଐତିହାସିକ ସୱାଇ ମାଧୋପୁର ଦୁର୍ଗରେ ରାଜକୀୟ ଢଙ୍ଗରେ ବିବାହ ବାହାଘର ହୋଇଥିଲା ।

Katrina Vicky
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କାଟ୍ରିନା କୈଫ୍-ଭିକି କୌଶଲ

ଆଜି ହାତକୁ ଦିହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍‌ର ଏହି ଲଭ୍ ବାର୍ଡ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ବାହାଘର ହେବ ।