• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tourist

Talasari Island
ଜଳବାୟୁରେ ପରିବର୍ତ୍ତନ ! ଅଶାନ୍ତ ହେଉଛି ସମୁଦ୍ର, ଅସୁରକ୍ଷିତ ଉପକୂଳ

ନିଶ୍ଚିହ୍ନ ହେବାରେ ଲାଗିଛି ଝାଉଁବଣ, ବିପଦରେ ଜୀବନ ଜୀବିକା, ପଯର୍ୟଟନ  ।

Powell Anthem
ଋଷରୁ ରାୟଗଡ଼ା ଲିଙ୍କ୍ ! ପୁଟିନ୍‌ଙ୍କୁ ସମାଲୋଚନା କରୁଥିବା ପାଭେଲଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର ?

ଜଣେ ସାଂସଦ ହୋଇ ମଧ୍ୟ କାହିଁକି ନେଲେ ଚରମ ନିଷ୍ପତ୍ତି ? ଜନ୍ମଦିନ ପାଳନ ପାଇଁ କାହିଁକି ଆସିଥିଲେ ରାୟଗଡ଼ା ?

Question raised over safety of Konark sun temple
ସୂର୍ଯ୍ୟମନ୍ଦିର ବାଲିମୁକ୍ତ ଯୋଜନାର ପରିଣାମକୁ ନେଇ ସଂଶୟ

କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ?

ASI starts removing sand from Konark Sun Temple
ବାଲିମୁକ୍ତ ହେବ ଐତିହାସିକ ବ୍ଲାକପାଗୋଡ଼ା ? ହେଲେ କେମିତି ?

ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।

ASI starts removing sand from Konark Sun Temple
ବାଲି କଢ଼ାଗଲେ ସୁରକ୍ଷିତ ରହିବ ତ ବ୍ଲାକ୍‌ ପାଗୋଡ଼ା?

ମାସେ କି ଦୁଇ ମାସ ନୁହେଁ, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ।

Konark Temple
ପ୍ରସ୍ତୁତି ଶେଷ, ଆଜିଠୁ ଗର୍ଭ ଗୃହରୁ ବାଲି ବାହାର କରିବ ASI

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍‌ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ।

Konark Temple
ବାଲି ମୁକ୍ତ ହେବ ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ା, ୧୧୯ ବର୍ଷ ପରେ ବାଲି କାଢ଼ିବ ASI

ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ ।

Konark temple
କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ବାଲି, ଲାଗିବ ୩ ବର୍ଷ

ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

Special story
ଅଧା ବାଟରେ ଅଟକିଛି ରୋପୱେ , ମଝି ଆକାଶରେ ଫସିଛନ୍ତି ୧୧ ପର୍ଯ୍ୟଟକ

ରୋପୱେରେ ପ୍ରାୟ ଦୁଇ ଘଣ୍ଟା ଧରି ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି ।

Tourist
କରୋନାର କରାଳ ଛାୟା ଭିତରେ ବିଦାୟ ନେଇଗଲା ୨୦୨୧, ରାତି ପାହିଲେ ୨୦୨୨

ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ ।

Drowned in seabeach
ପୁରୀ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ।