ସୁଭଦ୍ରା ପରେ E-KYC ଟେନସନ୍
ପରିବାର ସମ୍ମତିରେ ବାହାଘର ହେଲା । ସମସ୍ତଙ୍କ ଆଗରେ ହାତଗଣ୍ଠି ପଡ଼ିଲା । ଉଭୟ ଉଭୟଙ୍କୁ ଜୀବନ ସାଥି ଭାବେ ବାଛି, ୭ ଜନମ ଏକାଠି ରହିବାକୁ କଥା ଦିଆନିଆ ହେଲେ । କିନ୍ତୁ ଠିକ୍ ଚତୁର୍ଥୀ ଦିନ ସ୍ତ୍ରୀ କହିଲା ମୋର ଦରକାର ମୋ ପ୍ରେମିକ । ସ୍ତ୍ରୀର ଏପରି ହରକତ ପରେ ଥାନାକୁ ଗଲା ଘଟଣା । ପୋଲିସ ସେମାନଙ୍କ ସହ ଆଲୋଚନା କରି ବୁଝାସୁଝା କଲେ, ହେଲେ ସ୍ତ୍ରୀ ମୁଣ୍ଡକୁ ଚଢ଼ିଥିବା ସେ ପ୍ରେମିକ ଭୂତ ଆଉ ଓହ୍ଲାଇଲାନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)