ବିରୋଧ, ବିକ୍ଷୋଭ ଓ ନାରାବାଜି। ଦିଲ୍ଲୀର ଜାହାଙ୍ଗୀରପୁରି ପରେ ଶାହୀନବାଗରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏଠାରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି।