ଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ସେନେଇ ପରୀକ୍ଷା ନିରୀକ୍ଷା ହେବ । ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ ।
କରୋନା ଭିତରେ ଡରେଇଲାଣି ଟମାଟୋ ଫ୍ଲୁ। ଏହି ଫ୍ଲୁର ବିଭିନ୍ନ ପ୍ରକାର ଲକ୍ଷଣ ରହିଛି । ଦେଖନ୍ତୁ କଣ ଏହାର କାରଣ ଏବଂ ଲକ୍ଷଣ