• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron Cases

Omicron cases
ରାଜ୍ୟରେ ଓମିକ୍ରନର ଡବଲ ସେଞ୍ଚୁରୀ

ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ । ଚିହ୍ନଟ ହେଲେ ଆଉ ୩୨ ନୂଆ ଓମିକ୍ରନ୍ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୦୨ । ଏପଟେ ଆଜିକୁ ମିଶାଇ ଗତ ୩ ଦିନ ଧରି ରାଜ୍ୟରେ ଜାରି ରହିଛି କୋଭିଡ୍‌ର ୧୦ ହଜାର ପାର୍ ନୂଆ ସଂକ୍ରମଣ ଟ୍ରେଣ୍ଡ ।

omicron
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ କାଲି ଚିହ୍ନଟ ୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ଓମିକ୍ରନ ଅଧିକ ସଂକ୍ରମଣ କରିବ, କିନ୍ତୁ ସିଭିଅରିଟି ନାହିଁ। ଲୋକାଲ୍‌ରେ ଓମିକ୍ରନ ଅଛି ଓ ଏହା ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ। ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Covid test
ଓମିକ୍ରନ ସଂକ୍ରମଣ କରିବ କିନ୍ତୁ ଗୁରୁତର କରିବନି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦, ଦିଲ୍ଲୀରେ ୩୫୧ ଚିହ୍ନଟ ହୋଇଛନ୍ତି।

Omicron
ଓମିକ୍ରନକୁ ନେଇ ଚିନ୍ତାରେ ରାଜ୍ୟବାସୀ

ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି।

23 more Omicron cases detected in Odisha.
ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ

ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ। ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଆକ୍ରାନ୍ତ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ମିଳିଛି।

Omicron variant cases increase in India
ଦେଶରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଚିନ୍ତା ବଢାଉଛି ଓମିକ୍ରନ । ଦେଶରେ ଦିନକୁ ଦିନ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏଥିରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୭୮ରେ ପହଞ୍ଚିଛି ।

India Reports 17 More Omicron Cases, Tally Now 21
୪ ଦିନରେ ୨୧ ଓମିକ୍ରନ୍ ସଂକ୍ରମିତ

ଭାରତରେ ୪ ଦିନରେ ୨୧ ଓମିକ୍ରନ୍ ସଂକ୍ରମିତ I ରାଜସ୍ଥାନରେ ଉପସ୍ଥିତି ଜାହିର କଲା ଓମିକ୍ରନ୍ ଭାରିଆଣ୍ଟ୍ I ଜୟପୁରରେ ଚିହ୍ନଟ ହେଲେ ୯ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ