• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder Over Dowry

Woman Found Dead
Woman Found Dead: ଯୌତୁକ ଦାବିରେ ବୋହୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯୌତୁକ ଦାବିରେ ବୋହୂକୁ ହତ୍ୟା ଅଭିଯୋଗ । କଟକ ସାମନ୍ତରାପୁର ଗ୍ରାମରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ମୃତକଙ୍କ ସ୍ୱାମୀକୁ ଅଟକ ରଖିଛି ପୋଲିସ ।

Dowry
ମାରିଦେଲା ସରକାରୀ ଚାକିରିଆ ଜ୍ୱାଇଁ

ସରକାରୀ ଚାକିରି ଦେଖି ବାହାଦେଇଥିଲେ, ପୂରିନି ବର୍ଷେ, ଶାଶୂଘରୁ ଉଠିଲା କୋକେଇ। ବାପା... ଭଲ ଘର, ଭଲ ବର, ଆଉ ସରକାରୀ ଚାକିରି ଦେଖି ମତେ ବହା ଦେଇଥିଲ... ବେଦୀରେ ବସି କନ୍ୟାଦାନ କରିଥିଲ... ଜଣେ ଅଜଣା ପୁଅ ହାତରେ ମୋ ହାତ ଦେଇଦେଇ ନିଶ୍ଚିତରେ ରହିଗଲ... ସରକାରୀ ଚାକିରିଆ ଜ୍ବାଇଁ ସବୁ ସାରିଦେଇଛି... ତୁମ ଜ୍ୱାଇଁ ପୋଲିସରେ ସିନା ଚାକିରି କରନ୍ତି... ହେଲେ ସେ କିଭଳି ମଣିଷ ତମେ ଜାଣିବାକୁ ଚାହିଁଲନି...

baripada
ସ୍ତ୍ରୀକୁ ପିଟିପିଟି ମାରିଦେଲା ସଇତାନ ସ୍ୱାମୀ

ବାରିପଦା: ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଉଦଳା କପ୍ତିପଦା ଥାନା ମହୁଲଡିହା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଗୁମୁରୀ ମୁଖାର୍ଜୀ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା […]