Advertisment

ମାରିଦେଲା ସରକାରୀ ଚାକିରିଆ ଜ୍ୱାଇଁ

ସରକାରୀ ଚାକିରି ଦେଖି ବାହାଦେଇଥିଲେ, ପୂରିନି ବର୍ଷେ, ଶାଶୂଘରୁ ଉଠିଲା କୋକେଇ। ବାପା... ଭଲ ଘର, ଭଲ ବର, ଆଉ ସରକାରୀ ଚାକିରି ଦେଖି ମତେ ବହା ଦେଇଥିଲ... ବେଦୀରେ ବସି କନ୍ୟାଦାନ କରିଥିଲ... ଜଣେ ଅଜଣା ପୁଅ ହାତରେ ମୋ ହାତ ଦେଇଦେଇ ନିଶ୍ଚିତରେ ରହିଗଲ... ସରକାରୀ ଚାକିରିଆ ଜ୍ବାଇଁ ସବୁ ସାରିଦେଇଛି... ତୁମ ଜ୍ୱାଇଁ ପୋଲିସରେ ସିନା ଚାକିରି କରନ୍ତି... ହେଲେ ସେ କିଭଳି ମଣିଷ ତମେ ଜାଣିବାକୁ ଚାହିଁଲନି...

author-image
Saroj Kumar Jena

ସରକାରୀ ଚାକିରି ଦେଖି ବାହାଦେଇଥିଲେ, ପୂରିନି ବର୍ଷେ, ଶାଶୂଘରୁ ଉଠିଲା କୋକେଇ।
ବାପା... ଭଲ ଘର, ଭଲ ବର, ଆଉ ସରକାରୀ ଚାକିରି ଦେଖି ମତେ ବହା ଦେଇଥିଲ... ବେଦୀରେ ବସି କନ୍ୟାଦାନ କରିଥିଲ... ଜଣେ ଅଜଣା ପୁଅ ହାତରେ ମୋ ହାତ ଦେଇଦେଇ ନିଶ୍ଚିତରେ ରହିଗଲ... ସରକାରୀ ଚାକିରିଆ ଜ୍ବାଇଁ ସବୁ ସାରିଦେଇଛି... ତୁମ ଜ୍ୱାଇଁ ପୋଲିସରେ ସିନା ଚାକିରି କରନ୍ତି... ହେଲେ ସେ କିଭଳି ମଣିଷ ତମେ ଜାଣିବାକୁ ଚାହିଁଲନି... 

Advertisment
Dowry Murder Over Dowry
Advertisment
Advertisment