Advertisment

Manoj Parida New Chief Information Commissioner: ନୂଆ ମୁଖ୍ୟ ସୂଚନା କମିଶନର ହେଲେ ମନୋଜ ପରିଡ଼ା...

ଏବେ ଇନସୁରାନ୍ସ ଅମ୍ବୁଡସ୍ ମ୍ୟାନ ପଦରେ ଅଛନ୍ତି ମନୋଜ କୁମାର ପରିଡ଼ା । ପୂର୍ବରୁ ପୁଡୁଚେରୀର ମୁଖ୍ୟ ଶାସନ ସଚିବ ଥିଲେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Chief Information Commissioner

Chief Information Commissioner

ବଡ଼ ଖବର । ମନୋଜ ପରିଡ଼ା ହେଲେ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର। । ଏବେ ଇନସୁରାନ୍ସ ଅମ୍ବୁଡସ୍ ମ୍ୟାନ ପଦରେ ଅଛନ୍ତି ମନୋଜ କୁମାର ପରିଡ଼ା । ପୂର୍ବରୁ ପୁଡୁଚେରୀର ମୁଖ୍ୟ ଶାସନ ସଚିବ ଥିଲେ ମନୋଜ ପରିଡ଼ା ।

Advertisment

ସେହିପରି ଅବସରପ୍ରାପ୍ତ IPS ପ୍ରାଣବିନ୍ଦୁ ଆଚାର୍ଯ୍ୟ ସଦସ୍ୟ ହୋଇଛନ୍ତି । ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ଓ ଅବସରପ୍ରାପ୍ତ IAS ପବିତ୍ର ମଣ୍ଡଳ ମଧ୍ୟ ସଦସ୍ୟ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ: ଶୃଙ୍ଖଳିତ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

Advertisment

ଓଟିଭିକୁ ନୂଆ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ାଙ୍କ ସୂଚନା ଦେଇ କହିଛନ୍ତି ଯେ, RTI ଗଣତନ୍ତ୍ରର ଏକ ବଳିଷ୍ଠ ଅଙ୍ଗ, ସଦୁପଯୋଗ ଦରକାର । ଏହା କିପରି ଭାବେ ଲୋକଙ୍କ ପାଖରେ ପହଞ୍ଚିବ ଚେଷ୍ଟା କରିବି । ପ୍ରଶାସକ ଭାବେ ଯେଉଁ ଅଭିଜ୍ଞତା ପାଇଛି,କାର୍ଯ୍ୟରେ ଲଗାଇବି । ଭଲ ସାମ୍ବିଧାନିକ ବ୍ୟବସ୍ଥା, ଉପଯୋଗ ପାଇଁ ଚେଷ୍ଟା କରିବି । ଯଦି କିଛି ପେଣ୍ଡିଂ ଥିବ ତ୍ବରାନ୍ବିତ କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

Chief Information Commissioner New Chief Information Commissioner
Advertisment
Advertisment