ଦେଶର ବୃହତ୍ତମ ବୀମା କମ୍ପାନୀ ଏଲ୍ଆଇସିର ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବହୁ ଦିନର ଅପେକ୍ଷା ପରେ ମାର୍କେଟକୁ ଆସିବ ଏଲଆଇସିର ଆଇପିଓ। ମେ’ ୪ରୁ ମ” ୯ ପର୍ଯ୍ୟନ୍ତ LIC IPO ବିକ୍ରି ହେବ ବୋଲି ଏକ ପ୍ରେସ୍ମିଟ୍ରେ ଘୋଷଣା କରାଯାଇଛି।
ଆଇପିଓକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ବଡ଼ ଖବର। ଏକ ରିପୋର୍ଟରେ କୁହାଯାଇଛି ଯେ ସରକାର LIC IPO ର ଆକାର ହ୍ରାସ କରିପାରନ୍ତି। ଏହାକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ।