ଆଜି ବି ଭାତରରେ କ୍ୟାସନର ରୋଗୀଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଯାହା କି ଗୋଟିଏ ପରିବାରର ଭାଙ୍ଗି ଦେଉଛି ଆର୍ଥିକ ମେରୁଦଣ୍ଡ। ବୋଧହୁଏ ସେଇଥିପାଇଁ କୁଲଦୀପ ଚହିଁଥିଲେ ଦୁଇ ପୁଅଙ୍କ ଉପରେ ଆର୍ଥକ ବୋଝ ନଲଦିବା ପାଇଁ। ଆଉ ଏତେ ବଡ଼ ଚରମ ନିଷ୍ପତ୍ତି ପଛାଇ ନଥିଲେ।
କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।
ପ୍ରଫେସରଙ୍କ ଅଦ୍ଭୁତ କାରନାମା । ଜୟ ଶ୍ରୀରାମ କହିବାରୁ ମଞ୍ଚରୁ ଓହ୍ଲାଇ ଦେଲେ । ଏପରି ଏକ ଘଟଣା ପୁରା ଦେଶରେ ହଇଚଇ ସୃଷ୍ଟି କରିଛି ।