• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fire In Mumbai

4-member committee to probe Mumbai building fire incident; report in 15 days
କମଲା ବିଲ୍ଡିଂରେ କେମିତି ଲାଗିଲା ନିଆଁ ? ତଦନ୍ତ କରିବ ୪ ଜଣିଆ ଟିମ୍‌

ମୁମ୍ବାଇ କମଲା ବିଲ୍ଡିଂ ଅଗ୍ନିକାଣ୍ଡର ତଦନ୍ତ ହେବ । ବ୍ରିହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ପୁରା ଘଟଣାର ତଦନ୍ତ କରାଯିବ । ଡେପୁଟି ମୁନିସିପାଲ୍ କମିଶନର୍ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଏହି ତଦନ୍ତ କରିବେ ।

Maharashtra | A level 3 fire broke out in 20 storeys Kamala building near Mumbai’s Bhatia hospital in Tardeo.
ମୁମ୍ୱାଇ କମଳା ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ମୁମ୍ୱାଇର ୨୦ ମହଲା କୋଠାର ୧୮ମହଲାରେ ଲାଗିଲା ନିଆଁ। ୨ଜଣଙ୍କ ମୃତ୍ୟୁହେବା ସହ ଅନେକ ଗୁରୁତର ହେବାର ସୂଚନା ମିଳୁଛି।

A level 3 fire broke out in 20 storeys Kamala building near Mumbai’s Bhatia hospital in Tardeo.
ଆପାର୍ଟମେଣ୍ଟରେ ଲାଗିଲା ନିଆଁ, ୭ ମୃତ

ମୁମ୍ବାଇ ୨୦ ମହଲା କୋଠାରେ ଅଗ୍ନିକାଣ୍ଡ । ଟାର୍ଡେଓ ଅଞ୍ଚଳରେ ଥିବା କମଲା ବିଲ୍ଡିରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧୫ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।