ଆଜି ପ୍ରକାଶ ପାଇଥିବା ରିଟେନ୍ ଲିଷ୍ଟରେ ସବୁଠୁ ବଡ଼ ଖବର କ୍ୟାପଟେନଙ୍କୁ ନେଇ ଆସିଛି । ଆଗାମୀ ଆଇପିଏଲ ସିଜିନ୍ ପାଇଁ ୪ ଫ୍ରାଞ୍ଚାଇଜ୍ ସେମାନଙ୍କ କ୍ୟାପଟେନ୍ଙ୍କୁ ରିଟେନ୍ କରିନାହିଁ ।