• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Enews

ENews- Meet singing sensation Sohani Mishra
ମୌସୁମ୍‌ ଦେଖି ମନ କହୁଛି.... ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା...

ଓଡ଼ିଆଠୁ ବେଙ୍ଗଲୀ...ସବୁ ଭାଷାରେ ଗାଆନ୍ତି ପୂରା ମସ୍ତ ଗୀତ। ମୌସୁମ ଦେଖି ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା ଗୀତ ଗାଇଲେ କଣ୍ଠଶିଳ୍ପୀ ସୋହିନୀ ମିଶ୍ର। ଶୁଣିନିଅନ୍ତୁ ଏଇ ସବୁ ସୁନ୍ଦର ସୁନ୍ଦର ଗୀତ

ENews | Lead actor of Sindoora ra adhikaar enjoys monsoon
ସିନ୍‌ ନାହିଁ...କିନ୍ତୁ ମନସୁନ୍‌ର ରୋମାଣ୍ଟିକ ବର୍ଷାରେ ବେଶ୍‌ ଭିଜୁଛନ୍ତି ଆରବ...

ସେ ଟିକେ କୁଲ୍‌, ଆଉ ଟିକେ ହଟ୍‌। ସିନ୍‌ ନାହିଁ କିନ୍ତୁ ମନସୁନ୍‌ର ଏଇ ରୋମାଣ୍ଟିକ ବର୍ଷାରେ ଭିଜିବାକୁ ତାଙ୍କର ବହୁତ ଇଚ୍ଛା। ସିନ୍ଦୂରର ଅଧିକାରର ନାୟକ ଆରବଙ୍କର ଦେଖନ୍ତୁ ଏଇ ମଜାଦାର ଭିଡ଼ିଓ

E News
ସୁଟିଂ ସେଟ୍‌ରେ ଯୋଡି ଜମିଛି ସୁପ୍ରିୟା-ସବ୍ୟସାଚୀଙ୍କର...

ସମୁଦ୍ର କୂଳରେ କାହିଁକି ଏମିତି ବସିଛନ୍ତି ବିକାଶ ଓ ସବ୍ୟସାଚୀ? ଜୁଇରେ କାହାକୁ ଦେଖି ଏମିତି ଅଭିନୟ କରୁଛନ୍ତି ସବ୍ୟ? ଦେଖନ୍ତୁ ଏଇ ଭିଡ଼ିଓ, କେମିତି ଚାଲିଛି ପୁଷ୍କରାର ସୁଟିଂ...

ENews | Listen Babu Suna song from Lipsa Mohapatra
ବାବୁ ସୁନା ଗୀତ ଗାଇ ଏବେ ଭାରି ଚର୍ଚ୍ଚାରେ ଲିପ୍ସା....ଶୁଣନ୍ତୁ ଏଇ ଗୀତ

ବାବୁ ସୁନା ଗୀତ ଗାଇ ଏବେ ଚର୍ଚ୍ଚାରେ ଲିପ୍ସା ମହାପାତ୍ରା। ଲକିର ଲକଡାଉନ୍‌ରେ ବି ବୋବାଲିଆ ଗୀତ ଗାଇଥିଲେ ଲିପ୍ସା...

E News
ପ୍ରେମରେ ନାୟକ-ନାୟିକାଙ୍କ ହାଲ୍ ବେହାଲ୍

ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...

E-news
ପ୍ରେମରେ ଦିୱାନା ଶୁଭମ୍-କୁକିଜ୍.. ଏ ଦିଲ୍ ଟା ତ ଦିୱାନା… ଜାଣିଲେ ଜାଣୁ ଏ ଜମାନା…

ପ୍ରେମ ଯେତେବେଳେ ଆରମ୍ଭ ହୁଏ, ତାହା ଲୁଚାଚୋରାରେ ହୁଏ। କିନ୍ତୁ ଧୀରେଧୀରେ ଅବସ୍ଥା ଅସମ୍ଭାଳ ହୁଏ। ଯେଉଁ ଦୁନିଆକୁ ଲୁଚୁଥାନ୍ତି, ସମୟ ଆସେ, ସେମାନେ ନିଜକୁ ଖୋଲି ଦିଅନ୍ତି। ଆଉ କୁହନ୍ତି- ଏ ଦିଲ୍ ଟା ତ ଦିୱାନା, ଜାଣିଲେ ଜାଣୁ ଏ ଜମାନା…

ENews
ପୂରା ଓଡିଆଣୀ ଲୁକ୍‌...ୟାଙ୍କୁ ଦେଖି ଦିୱାନ ହେଉଛନ୍ତି ଦର୍ଶକ...

ଗୋପାଳ ବାବୁଙ୍କ ସ୍ତ୍ରୀ...ସତେ ଯେମିତି ଗୋଟିଏ ଚାଉଳରେ ଘର। ୟାଙ୍କର ଓଡ଼ିଆଣୀ ଲୁକ୍‌ ଦେଖି ଦିୱାନା ହେଉଛନ୍ତି ଦର୍ଶକ...ଆସ୍ତିକ ନାସ୍ତିକର ବୋହୂରାଣୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ଦେଖନ୍ତୁ ଏଇ ଭିଡ଼ିଓ

ENews
ଦିଲକୁ ପାଇଲୁ ଯଦି....ହାଲକା ହାଲକା କରୁଥା ଗେଲ...

ତୋ ଦିଲ୍‌କୁ ମୁଁ ଛାତି ତଳେ ରଖିଛି...ରାତିଦିନ ତାକୁ ପାଗଳ ପରି ଦେଖୁଛି...ଯଦି ଦିଲ୍‌ ପାଉଛୁ...ତାକୁ କରୁଥା ଗେଲ...ଏମିତି ଜବରଦସ୍ତ ଗୀତର ଚାଲିଛି ସୁଟିଂ

ENews
ଆସ୍ତିକ ନାସ୍ତିକ ଚଳଚିତ୍ରର ଦମଦାର ଗୀତ ‘ମଧୁବାଲା’

ତରଙ୍ଗ ସିନେ ପ୍ରଡକ୍ସନର ଆସ୍ତିକ ନାସ୍ତିକ ଚଳଚିତ୍ରର ସୁଟିଙ୍ଗ୍ ଚାଲିଛି। ଏହି ଚଳଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟଙ୍କ ସ୍କୁଟ ଚଲାବା ତାଙ୍କୁ ନିଜର କଲେଜ ସ୍ମୃତିକୁ ସତେଜ୍ ରଖି ପାରିଛି। ଯାହାକୁ ସେ ଆମ କ୍ୟାମେରା ସାମ୍ନାରେ ବଖାଣିଛନ୍ତି। ଚଳଚିତ୍ରର ଗୀତ ‘ମଧୁବାଲା’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଗୋପାଳ ଭୂମିକାରେ ବୁଦ୍ଧାଦିତ୍ୟ ନଜରେ ଆସିବେ। ଗୋପାଳର ସ୍ତ୍ରୀ ଭୂମିକାରେ ନଜରରେ ଆସିବେ ଅଭିନେତ୍ରୀ ସୁପ୍ରିୟା...

ENews
କାହିଁକି ଲୁଚିକି ବାହା ହେଲେ ରାଗିଣୀ? କେମିତି ପାଇଥିଲେ ଜୀବନସାଥୀ?

ଏଇ ଏବେ ହେଲା ଦେଖା, କିଛି ଗୋଟେ ହେଲା ଲେଖା। ଟ୍ରାଡ଼ିସ୍‌ନାଲ ଡ୍ରେସ ପିନ୍ଧିବାକୁ ଏଣିକି ଭଲ ପାଇଲେଣି ରାଗିଣୀ....ଅଲଗା ଅଲଗା ଗେଟ୍‌ଅପ୍‌ ନେବା ପାଇଁ ଭଲପାଆନ୍ତି ରାଗିଣୀ....ଭାରି ସୁନ୍ଦର ଦିଶୁଛି ମଥା ସେଇ ମାଙ୍ଗ୍‌ ଟିକା... ଶୁଣନ୍ତୁ କଣ କହୁଛନ୍ତି ଓଲିଉଡ୍‌ ନାୟିକା ରାଗିଣୀ

Enews
ଗୋରା ପାଦରେ ପାଉଁଜି ଲଗାଇ ଛମ ଛମ୍‌ ନାଚୁଛନ୍ତି ଗୌରୀ...

ରୂପକୁ ଗୁଣ କେଉଁଥିରେ ସେ କମ୍‌ ନୁହନ୍ତି। ଗାଁ ପରିବେଶରେ ବଡ ହୋଇଛନ୍ତି...କେତେବେଳେ ସିଏ କେଉଁଠି ରୁହନ୍ତି ତାହା କାହାକୁ ବି ଜଣାନାହିଁ। ଗୌରୀଙ୍କୁ ଅଟକାଇବାକୁ ସାହସ କାହା ପାଖରେ ନାହିଁ। ଯେତେବେଳେ ଯାହା ମନ କରେ ସେତେବେଳେ ସେ ତାହା କରନ୍ତି। ତୋଫା ଜହ୍ନ ପରି ଗୌରୀଙ୍କ ଚେହେରା...

ENews- Lady burglars planning to loot Reserve Bank\'s treasury
ଦୁଇ ଚୋରଣୀଙ୍କ ଟାର୍ଗେଟ୍‌ରେ ରିଜର୍ଭ ବ୍ୟାଙ୍କ-ଟ୍ରେଜେରୀ

ବଜାରକୁ ଆସିଗଲେ ଦୁଇ ଚୋରଣୀ। ଚାହୁଁ ଚାହୁଁ ପକେଟ୍‌ ମାର୍‌ କରୁଛନ୍ତି...ଏଟିଏମ୍‌ କାର୍ଡ଼ ଥିଲେ ବି ପିନ୍‌ ନେଇ ଟଙ୍କା ଉଠାଇ ନେଉଛନ୍ତି ଏମାନେ। ରିଜର୍ଭ ବ୍ୟାଙ୍କ ହେଉ କି ଟ୍ରେଜେରୀ ସବୁ ଆଡ଼େ ୟାଙ୍କର ରହିଛି ନଜର

Beware, \'Chorani\' is coming to pick your pocket
ରୋଜଗାର କରିବା ପାଇଁ କାମ ନୁହେଁ ବରଂ ଚୋରି କରୁଛନ୍ତି ଏଇ ଅଭିନେତ୍ରୀ....

ରୋଜଗାର କରିବା ପାଇଁ ଇଚ୍ଛା କିନ୍ତୁ ବିନା ପରିଶ୍ରମରେ....ବୁଲି ବୁଲି ଟଙ୍କା ଚୋରି କରୁଛନ୍ତି ଏଇ ଅଭିନେତ୍ରୀ। ଆପଣ ବି ସାବଧାନ ଥାଆନ୍ତୁ...ନହେଲେ ଆପଣଙ୍କ ପକେଟ୍‌...

ENews
ଅଭିନେତ୍ରୀଙ୍କୁ ପାଖରେ ପାଇ ଏମିତି ଝାଳରେ ଗାଧୋଇଲେ ଗୁଡ୍ଡୁ...ହେଲେ କାହିଁକି?

କେତେ ଗୁଳି ଫୁଟାଉଛୁ ଆଖିରେ, ଶୋଇ ଦେଉନୁ ମତେ ରାତିରେ...ମତେ ଲାଇକ୍‌ ନକଲେ ତତେ କରିଦେବି ସର୍ଜିକାଲ ଷ୍ଟ୍ରାଇକ୍‌। ପାଖରେ ଏଇ ଅଭିନେତ୍ରୀଙ୍କୁ ପାଇଁ ଝାଳରେ ଗାଧୋଇଲେ ଗୁଡ୍ଡୁ...ଦେଖନ୍ତୁ କଣ ଥିଲା କାରଣ...

ENews- Meet actress Cookies from sets of Tarang\'s upcoming movie \'Astika Nastika\'
ମୋ ପଛେ ସବୁ ରଙ୍ଗିଲା...ମୋ ପାଇଁ ଛକଛକରେ ଝାମେଲା....

ମୋ ପଛେ ସବୁ ରଙ୍ଗିଲା...ମୋ ପାଇଁ ଛକଛକରେ ଝାମେଲା....। ମୋ ଗୀତ ଯିଏ ଶୁଣିଲା ସିଏ ରାସ୍ତା ଉପରେ ଝୁମିଲା....ନଟିନଟି ମୋ ଷ୍ଟାଇଲ୍‌। ଫିଲ୍ମ ଆସ୍ତିକ ନାସ୍ତିକରେ ଏମିତି ଧମାଲ କରୁଛନ୍ତି ଅଭିନେତ୍ରୀ, ଦେଖନ୍ତୁ ତା’ର କିଛି ଝଲକ୍‌

ENews
ଗୋଟେ କୋଟିପତି ଝିଅର ମନଚୋରି କରିବି, ୬ମାସ ଭିତରେ କୋଟିପତି ହେବି

ମାତ୍ର ୬ ମାସ ଭିତରେ ମୁଁ ହେବି କୋଟିପତି। ଗୋଟିଏ କୋଟିପତି ଝିଅର ମନ ଚୋରି କରିଦେଲେ କାମ ଶହେ ଶହେରେ ଜମିବ...ଆଉ ରାତିରେ ତା’ ନିଦରେ ପସିକି...

ENews
ନୋ ଇମୋସନ୍, ଓନଲି ଆକ୍ସନ୍... ମୁଁ ଡେଞ୍ଜରମ୍ୟାନ୍ ରାଇମୋହନ

ଯାହାଙ୍କ ନାଁ ଶୁଣିଲେ ଥରହର ହୁଏ ଯାତ୍ରା ପେଣ୍ଡାଲ୍ ହେଉ କି ସିନେମା ହଲ୍। ଆମେ କାହା କଥା କହୁଛୁ ଆପଣ ନିଶ୍ଚୟ ଜାଣି ସାରିବେଣି। ସେ ଆଉ କେହି ନୁହଁନ୍ତି ଓଲିଉଡ-ଯଲିଉଡର ଖଳନାୟକ ରାଇମୋହନ ପରିଡା...

E NEWS
ସ୍ୱୟମଙ୍କ ରିଲ୍ ସବୁ ବେଳେ ଝିଅ ସହ...

ଗୋଟିଏ ଜାଗାରେ ସ୍ୱୟମ-ଜାଗୃତି-ସୋହିନୀ। ଖୁବ୍ କଲେ ମଜା ମସ୍ତି। କହିଲେ ଉଭୟ ଉଭୟଙ୍କ ଗୁମର କଥା...

ENews ॥ Meet ‘Chorani’ of Tarang’s upcoming movie Chorani 2
ଏକ୍‌ ଦୁଇ ତିନ୍‌...ମୋ ମନରେ ଘଣ୍ଟି ବଜାଇ ଦେଲ ଧିନ୍‌ ଧିନ୍‌

କି ଖାଇବା ଦେଉଛ? ତୁମ ଖାଇବା ଖାଇବା ପରେ ଅନେକ ଲୋକଙ୍କ ଦେହ ଖରାପ ହେଉଛି। କିନ୍ତୁ କଥାବାର୍ତ୍ତାରେ ଡାଉଟ୍‌ ହେବାରୁ ଡରିଗଲେଣି ଖୋଦ୍‌ ଫୁଡ୍‌ କମିଶନର। ଦେଖନ୍ତୁ ଏହା ପରେ ହେଉଛି କଣ?

Tarangs upcoming movie
ପିଲାଙ୍କ ପାଇଁ ଜହ୍ନ ତୋଳି ଆଣିବାକୁ ପ୍ରସ୍ତୁତ ବାପା-ମାଆ..

ଝିଅ ପ୍ରେମରେ ବାପା-ମାଆ। କେତେବେଳେ ବାପାଙ୍କ ମୁଣ୍ଡ ଉପରେ ଝିଅ ପ୍ଲେଟ୍‌ ଥୋଇ ଦେଉଛି ତ ଆଉ କେତେବେଳେ ପାର୍କରେ ବୁଲିବାକୁ ଜିଦି କରୁଛି କୁନି ଝିଅ। କୋଉ ଆକାଶର ଜହ୍ନ ତୁକୁ ନେଇ ଏବେ ବଢିଲାଣି ଚର୍ଚ୍ଚା

E News
କ୍ୟାନସର ଝଡ଼ାଇ ଦେଲା ଚୁଟି...ଏବେ କଣ କରିବେ ତାରା?

ସବୁ ବରବାଦ କରିଦେଲା କ୍ୟାନସର। ତାରାଙ୍କ ମୁଣ୍ଡରେ ଆଉ ଚୁଟି ନାହିଁ। ମେକ୍‌ଅପ୍‌ ରୁମ୍‌ରେ ସ୍କ୍ରିପ୍ଟ ପଢାରେ ବ୍ୟସ୍ତ ତାରା...ଦେଖନ୍ତୁ କେମିତି ଡାଇଲଗ୍‌ ମନେ ରଖୁଛନ୍ତି ତାରା…

ENews
ତାରିଣୀକୁ ଲୁଚେଇ ସୁନା ଦେଇଥିଲେ ଜେଜେ ମାଆ, ଜାଣନ୍ତୁ କାହିଁକି...

ଯେବେ ଅଫ୍ ସ୍କ୍ରିନରେ ଏକାଠି ହୁଅନ୍ତି ତାରିଣୀ ଓ ଜେଜେ ମାଆ। କେମିତି ହେଲେ କଥାବାର୍ତ୍ତା... କିଏ କାହାକୁ କଣ କହିଲା...

E NEWS
ଚାଲ ଟିକେ ଦୁଷ୍ଟ ହେବା... ମହିମାଙ୍କ ଓଲିଉଡ୍ ଯାତ୍ରା

ସେ ଭାରି ନଟ୍ ଖଟି। ଦେଖିବାକୁ କିନ୍ତୁ ଚୁଲ୍ ବୁଲି। ଚାଲ ଟିକେ ଦୁଷ୍ଟ ହେବାରୁ ଆରମ୍ଭ ହୋଇଥିଲା ତାଙ୍କ ଓଲିଉଡ୍ ଯାତ୍ରା। ଏବେ ସେ ଷ୍ଟାଇଲିସ୍ ଅଭିନେତ୍ରୀ ମହିମା କେଉଁଠି

E NEWS
ଝରଣା କୂଳରେ ଯେବେ ଏକା ଏକା ବିତେ ମୁହୂର୍ତ୍ତ...ସେତେବେଳେ....

ଭିଜେଇ ଦେଲୁ ତୁ ଲାଗୁଛି ଓଦା। ବାସୁଛି ଖାଲି ରଜନୀ ଗନ୍ଧା ରଜନୀ ଗନ୍ଧା। ନାୟକଙ୍କ ରାତିଦିନ ନାୟିକାଙ୍କ ପାଇଁ କଟୁଛି କେବଳ ମିଠା ମିଠା ସ୍ୱପ୍ନରେ...

e-news
୮୦ ଦଶକର ଫିଲ୍ମ ସତ, ହେଲେ ଏବେବି ତାଜା ଅଛି...

ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ