ରହିବି ଭାବେ ତୋ ମଥାରେ ଟିକିଲି ଟିଏ ହେଇ... ଡର ବି ଅଛି ଫୋପାଡି ଦବୁ ସିନ୍ଦୁର ଟୋପା ନାଇ... ଜାଣିନି କେବେଠାରୁ ତତେ ମୁଁ ଭଲ ପାଉଛି...କହିବିକି କହିବିନି ଭାବି ହଉଚି...
ଭଉଣୀର ରୋଗ ଜାଣିବା ପରେ ଭାଙ୍ଗି ପଡ଼ିଲେ ଭାଇ... ଆପଣାଇଲେ ଭିନ୍ନ ରାସ୍ତା, ହେଲେ ସେ ରାସ୍ତାରେ କଂଟା ଅଛି ନା ଫୁଲ... ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ସମସ୍ତଙ୍କର କିଛି ନା କିଛି ପ୍ୟାସନ ରହିଛି । ସ୍ମିତାଙ୍କର ବି ଜର୍ଣ୍ଣି ଏମିତି ବି ହୋଇଥିଲା । ତାଙ୍କର ଅଭିଜ୍ଞତା ଥିଲା ଏମିତି କିଛି । ତଥାପି ସେ ନିଜ ରାସ୍ତାରେ ଚାଲିଥିଲେ ।
ତରଙ୍ଗ ସିନେ ପ୍ରଡକସନ୍ ଆପଣମାନଙ୍କ ପାଇଁ ନେଇ ଆସୁଛି ଏକ ଭିନ୍ନ ସ୍ୱାଦର ରୋମାଟିକ୍ ସିନେମା ‘ସମାପାଜୁର ରଘୁ’। ଯାହାକୁ ଦେଖିବାକୁ ଦର୍ଶକ ଚାହିଁ ରହିଥିବା ବେଳେ ଆଜି ଦେଖନ୍ତୁ ଏହି ରୋମାଟିକ୍ ଟ୍ରାକ୍...
ନିଜର ମିଶନ ପାଇଁ ପ୍ଲାନିଂ ଓ ଫ୍ଲଟିଂ କରୁଛନ୍ତି ନାଗୀଣ...ରୁଦ୍ରି ଓ ନାଗେଶଙ୍କୁ ଅଲଗା କରିବା ପାଇଁ ସତେ ଯେମିତି ସେ କରିଛନ୍ତି ପଣ...ସେ ଯେତେବେଳେ ଚାହୁଁଥିଲେ ପୁଣି ନିଜ ରୂପ ବଦଳାଉଥିଲେ ଆଉ ଏବେ...
ମାୟା ମତେ ନା ଦେଇଛି ପରିଚୟ ବି ଦେଇଛି...ଜସମିନ୍ଠୁ ଅଧିକ ଲୋକ ରୁଦ୍ରି ନାରେ ମତେ ଜାଣନ୍ତି ବୋଲି କହିଲେ ଅଭିନେତ୍ରୀ...
ଲୋକପ୍ରିୟ ମନୋରଞ୍ଜନ ଟିଭି ଚ୍ୟାନେଲ୍ ତରଙ୍ଗରେ ଆରମ୍ଭ ହୋଇଛି ନୂଆ ଧାରାବାହିକ ପ୍ରେମର କୁହୁକ... ଚାଲନ୍ତୁ ଦେଖିବା ଏହାର ଏକ ସୁନ୍ଦର ଗୀତ।
ନୋ ଟେନସନ୍, ନୋ ବୋରିଂ....ନା କାହାକୁ ଡରୁଛନ୍ତି ନା କିଛି ଶୁଣୁଛନ୍ତି...ମନ ଯାହା କହୁଛି ତାହା କରୁଛନ୍ତି....ଫିଲ୍ମଠୁ ସିରିଏଲ ସବୁଠି ବୋବାଲ କରୁଛନ୍ତି ଏହି ଅଭିନେତ୍ରୀ...ଦେଖନ୍ତୁ ତ...