• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Enews

e-news
୮୦ ଦଶକର ଫିଲ୍ମ ସତ, ହେଲେ ଏବେବି ତାଜା ଅଛି...

ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ

ENews
ପ୍ରେମକୁ ମାଆଙ୍କ ସର୍ପୋଟ ମିଳୁନି, ହେଲେ ବାପା ଚାହୁଁଛନ୍ତି ଝିଅ ପ୍ରେମ କରୁ

ଦୁଇ ମାଆଙ୍କ ଭିତରେ ଲଢେଇ, ଦୁଇ ପରିବାର ମଧ୍ୟରେ ଅଶାନ୍ତି। ସତ ଚେଷ୍ଟା ପରେ ବି ମାଆଙ୍କ ପାଇଁ ମିଶିପାରୁନାହାନ୍ତି ନାୟକ-ନାୟିକା। ବାପା ଯେତେ ଚେଷ୍ଟା କଲେ ବି ରୋକି ପାରୁନାହାନ୍ତି ପ୍ରେମର ଶୀତଳ ଯୁଦ୍ଧ..

ENews
ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ ଆସିବା ପୂର୍ବରୁ ଦେଖନ୍ତୁ ଆମ୍ୱକଷି ଅଦା ପଖାଳ ଗୀତ

ଆଉ ମାତ୍ର କେଇଟା ଦିନ ପରେ ରିଲିଜ୍ ହେବ ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ। ଏହା ପୂର୍ବରୁ ମାର୍କେଟକୁ ଆସୁଛି ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଗୀତ। ଥରେ ଶୁଣିଲେ, ସବୁବେଳେ ଶୁଣିବାକୁ ମନ ହେବ...

enews
ଫିକା ଫିକା ପାଗରେ ଆକାଶରେ ଇନ୍ଦ୍ରଧନୁ ସାଜିଲେ ନାୟିକା

ନୂଆ ଫିଲ୍ମ ଯଥା ରାବଣସ୍ୟ ମନ୍ଦୋଦରୀ... ନାଁଟି ଟିକେ ଅଡୁଆ ଅଡୁଆ ଲାଗୁଥିଲେ ବି କାହାଣୀ ପୂରା ମସ୍ତ... ଏବେ ଦେଖନ୍ତୁ ଏହି ଗୀତ

ENews | Meet Star Casts Of Tarang’s Upcoming Movie
ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍‌

ବାଇକ୍‌ରେ ଏକାଠି ବୁଲିଲେ ଶୈଳେନ୍ଦ୍ର ଓ ଜାସ୍ମିନ। ଉଭୟ ଉଭୟଙ୍କୁ ଚାହୁଁଛନ୍ତି ହେଲେ କେହି କାହାକୁ କିଛି କହୁନାହାନ୍ତ। ତୁ ମୋ ପ୍ରେମ ଋତୁରେ ସତେ ଯେମିତି କଣ୍ଢେଇ... ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍‌।

E News
ଆଶାଙ୍କ ସର୍ପୋଟ୍‌ ସିଷ୍ଟମ, କଥା ତାଙ୍କର ମିଷ୍ଟି ମିଷ୍ଟି...ଆଶାଙ୍କ ଲାଡଲି...ଆକ୍ଟିଂରେ କିଣିନେଉଛନ୍ତି ସମସ୍ତଙ୍କ ମନ

ବିଦେଶରେ ପାଠ ପଢିଛନତି ସତ ହେଲେ ତାଙ୍କ ନିଜ ଜନ୍ମମାଟିକୁ କେବେ ଭୁଲିନାହାନ୍ତି...ଆଶାଙ୍କ ବଡ଼ ଝିଅ ଅନନ୍ୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଆକ୍ଟିଂ ଯେମିତି ଡ଼ାଇଲଗ୍‌ ବି ଦେଉଛନ୍ତି ସେମିତି

ENews।  Tete A Tete With Singer Jyotirmayee Nayak
ଦୁଇ ଦୁଇଟି କିଡ଼ନୀ ଖରାପ: ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି...ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ

ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍‌ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ

E NEWS
ସିଲକି ସିଲକି ହେୟାର ଷ୍ଟାଇଲ କରୁଛି କିମିଆ...ଟିକେ ସଲ୍ଟି ଆଉ ଟିକେ ନଟଖଟି

ସ୍ମାଇଲ ଯେମିତି ଚାଲି ସେମିତି...ନଖରା ବି ସେମିତି...ଡ୍ୟାନ୍ସରେ ମତୁଆଲା ଦର୍ଶକ। ନଟି ନଟି ଚାହାଣୀ ଦେଖି ଦିଲ ମୋ ହେଲା ପାନି ପାନି। ସୁନ୍ଦୂରର ଅଧିକାର ଖଳନାୟିକା ଉର୍ବିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା

Enews – Chit Chat With Cast & Crew Of Jhia Amara Nua Bohu
ପୂଜା ଘରୁ ବାହାରିଲେ ସିନା ମୋ ଝିଅ ଘରକୁ ପଶିବ...ଝିଅ ପିଲା ବାସନ ସାଙ୍ଗେ ସମାନ..

ଝିଅ ପିଲା ଯାହା ବାସନ ତାହା...ବାସନ ଏକାଠି ରହିଲେ ଯେମିତି ବାଜେ, ଝିଅ ପିଲା ଏକାଠି ରହିଲେ ଝଗଡ଼ ହୁଏ...କିନ୍ତୁ ଆମେ ଏଇଠି ପୂରା ସାଙ୍ଗ ହୋଇ ରହିଛୁ। ବିନା ଗ୍ରୁପିଜିମ୍‌ରେ ଦେଖନ୍ତୁ କେମିତି ଚାଲିଛି ତରଙ୍ଗର ସୁଟିଂ

Enews
ପ୍ରେମର ମୂଳ ଠିକଣା ରାସ୍ତା

କୁକୁରକୁ ବଂଚାଇବା ଲାଗି ହଠାତ୍‌ ରାସ୍ତା ଉପରକୁ ଚାଲିଆସନ୍ତି ନାୟିକା। ଆଉ ଏତିକି ବେଳେ ନାୟିକାଙ୍କ ସାମ୍ନାସାମ୍ନି ହୁଅନ୍ତି ନାୟକ। ବାସ୍‌ ଏହାପରେ ହେଉଛି କଣ ଦେଖନ୍ତୁ...

Tarang's Upcoming Movie
ନାୟିକାଙ୍କୁ ସୁନ୍ଦର ପୃଥିବୀ ଦେଖାଇଲେ ସୁଶାନ୍ତ... କଲେ ଏମିତି କାମ

ମନରେ ଗୋଟିଏ ସ୍ୱପ୍ନ, ସେ କେମିତି ସୁନୟନାଙ୍କୁ ସାହାର୍ଯ୍ୟ କରିବେ। ସେଇଥି ପାଇଁ ତ ସେ ନିଜେ ବାହାରି ପଡିଲେ ଏମିତି କାମ କରିବାକୁ। ଆପଣ ଏବେ ସେ କାମକୁ ଦେଖନ୍ତୁ...

ENews- Asha In A New Avatar
ଓଡ଼ିଆ ମେଗା ଧାରାବାହିକ ଆଶାକୁ ନେଇ ଏବେ ସବୁଠି ଚର୍ଚ୍ଚା, ଜାଣନ୍ତୁ ଆଶାଙ୍କ ଆଶା କ’ଣ?

ଏବେ ସିରିଏଲ ଜଗତରେ ରାଜ୍‌ କରୁଛି ଆଶା। ଅଭିନେତ୍ରୀଙ୍କ ଆକ୍ଟିଂକୁ କରୁଛନ୍ତି ଭୂରି ଭୂରି ପ୍ରଶଂସା...ତେବେ ଜାଣିରଖନ୍ତୁ ଆଶାଙ୍କ କ’ଣ ରହିଛି ଆଶା?

Tarang Cine Utsav
ବୋମାଟା ଫୁଟିଗଲା, ଖେଳ ଟା ଜମିଗଲାରେ...ମଂଚ ଉପରକୁ ସାଇକେଲରେ ଆସିଲେ ସବ୍ୟସାଚୀ...

ଏଇଠି ଥିଲା ଡିଆସିଲ ଟା କିଏ ମାରିଲାରେ? ବୋମାଟା ଫୁଟିଗଲାରେ....ଖେଳଟା ଜମିଗଲାରେ....ଜବରଦସ୍ତ ଗୀତରେ ଦମଦାର୍‌ ଭାବରେ ମଞ୍ଚକୁ ସାଇକେଲରେ ଆସିଲେ ସବ୍ୟସାଚୀ, ଦେଖନ୍ତୁ ସେହି ଭିଡ଼ିଓ

ENews -Tarang Cine Utsav 2022
ତତେ ପ୍ୟାର କରିବି କୁଞ୍ଚମ୍‌ କୁଞ୍ଚମ୍‌ ଗୀତରେ ନାଚି ମଞ୍ଚ ଦୁଲ୍‌କାଇ ଦେଲେ ଏଇମାନେ...

ତରଙ୍ଗ ସିନେ ଉତ୍ସବ ୨୦୨୨ରେ ବୋବାଲିଆ ନାଚିଲେ ଅଭିନେତା ଓ ଅଭିନେତ୍ରୀ। ଆକ୍ଟିଂ ପାଇଁ ଏହିମାନେ ପାଇଲେ ଆୱାର୍ଡ...ରାଜା ମେ ତେରା ତୁ ରାଣୀ ବନେଙ୍ଗି ଗୀତରେ ଦୁଲକିଗଲା ମଞ୍ଚ, ଦେଖନ୍ତୁ ଏହି ଭିଡ଼ିଓ

Meet Sushree
ଅଭିନୟ ଯେମିତି ଦେଖିବାକୁ ସେମିତି। ଖାଲି ଆଖିରେ ଦେଉଛନ୍ତି ହାଣି

ଭାରି ବୁଦ୍ଧିଆ ମଙ୍ଗଳା । ଲୁକ୍‌ ଯେମିତି ଅଭିନୟ ସେମିତି। ନିଜ ଆଖିର ଯାଦୁଗରୀରେ ଦର୍ଶକଙ୍କୁ ଦେଉଛନ୍ତି ହାଣି...ଦେଖୁନାହାନ୍ତି କେମିତି ଦେଉଛନ୍ତି ଲୁକ୍‌

ENews- Tarang’s Upcoming Movie Adhalekha Gappa’s Song Tori Paeen
ନଈ କୂଳରେ ହେଲା ପ୍ରେମ...ପ୍ରେମିକାଙ୍କୁ କୁଣ୍ଢେଇ ଏମିତି ଗୀତ ଗାଉଛନ୍ତି ପ୍ରେମିକ

ନଈ କୂଳରେ ହୋଇଗଲା ପ୍ରେମ। ନୀଳ ପାଣି ସାଙ୍ଗକୁ ଲାଲ ଗୋଲାପ...ବାସ୍‌ ଦୁନିଆରେ ସତେ ଯେମିତି ଆଉ ନାହିଁ କିଛି...ଦେଖନ୍ତୁ ଅଧା ଲେଖା ଅଧା ଗପରର ଏହି ରୋମାଣ୍ଟିକ ଗୀତକୁ

ENews- Meet Tarang\'s Jhia Amara Nua Bahu\'s Puja, Actress Lavrin
ରାଜ ରାଜେନ୍ଦ୍ରଙ୍କୁ ସମସ୍ତଙ୍କର ଡର। ହେଲେ ଖାତିର ନାହିଁ ପୂଜାଙ୍କର...

ଅନ ସ୍କ୍ରିନ୍‌ରେ ରାଉଡ଼ି ବୋହୂ। ଆଉ ଅଫ୍‌ ସ୍କ୍ରିନ୍‌ରେ ଲାଜକୁଳି ଝିଅ ...ରାଜ୍‌ ରାଜେନ୍ଦ୍ରଙ୍କୁ ସମସ୍ତଙ୍କ ଡର, ହେଲେ ପୂଜାଙ୍କର ନାହିଁ ଖାତର...କେତବେଳେ ପ୍ରେସର କୁକର ଫଠାଇ ଦେଉଛନ୍ତି ତ ଆଉ କେତେବେଳେ...

e news
ସେଦିନର ତନୁଜା, ଆଜି ସୁରମା

ଅଭିନେତ୍ରୀ ରଂଜିତା ସେଦିନ ହୋଇଯାଇଥିଲା ତନୁଜା। ଦମଦାର୍ ଡାଇଲଗରେ ଦର୍ଶକଙ୍କ ମନ କିଣିଥିଲା

ENews- Adha Lekha Gappa, Tarang\'s Upcoming Movie Update
ପ୍ରଥମ ଦେଖାରେ ହିଁ ହୋଇଗଲା ପ୍ରେମ। ଗାଁ ରାସ୍ତାଠୁ ମନ୍ଦିର ପାହାଚ...ଯୁଆଡ଼େ ଦେଖିବେ କେବଳ

ଦେଖାଯାଉଛନ୍ତି ପ୍ରେମିକା। ହେଲେ ତାଙ୍କୁ କହିବେ କେମିତି ଜାଣିପାରୁନାହାନ୍ତି ପ୍ରେମିକ...ଦେଖନ୍ତୁ ଅଧା ଲେଖା ଅଧା ଗପରେ କଣ ଚାଲିଛି

ENews- Meet Premara Kuhaka\'s Bunty, Know Bhabesh\'s On Screen Journey
ପାଦ ଚିପିଚିପି ଚାଲୁଛନ୍ତି, ଆଗପଛକୁ ଭାରି ଚିନ୍ତା କରୁଛନ୍ତି ବଣ୍ଟି...

ଭାରି ଶାନ୍ତ ଆମ ବଣ୍ଟି। ପାଦ ଚିପିଚିପି ଚାଲନ୍ତି,କୌଣସି ଆଡ଼େ ଯିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି...ଆଉ ପଚାରିଲେ କୁହନ୍ତି..

ENews – Watch New Track From Tarang’s Adha Lekha Gapa
ଲୁଚୁ ଲୁଚି ଦେଖିବା ବେଳେ ହୋଇଗଲା ପ୍ରେମ, ନିଦରେ ହେଉ କି ବାଟରେ ସବୁବେଳେ ଦେଖାଯାଉଛି ପ୍ରେମିକା

ପ୍ରେମ କେତେବେଳେ ହେବ କହିହେବନି...ଏଇ ଯେମିତି ଅଧାଲେଖା ଗପରେ ନାୟିକାଙ୍କୁ ଦେଖୁ ଦେଖୁ ପ୍ରେମରେ ପଡ଼ିଗଲେ ନାୟକ। ଆଉ ତା’ପରେ ନିଦର ସ୍ୱପ୍ନରେ ହେଉ କି ରାସ୍ତା ଘାଟରେ ସବୁଆଡ଼େ କେବଳ ଦେଖାଗଲେ ନାୟିକା....

ENews- Romantic Track Shooting Of Tarang\'s Upcoming Movie \'Adhalekha Gappa\'
କେବେ ପୂରଣ ହେବ ଅଧା ଲେଖା ଗପ, କାହିଁକି ରହିଲା ଅଧା?

ଏମିତି ଏ ସିନେମା ଯାହା ଅଧା ଅଧା ଭଳି ଲାଗୁଛି। ହେଲେ ଏହା ସତ ନା ଏହା ପଛରେ ରହିଛି ଆଉ କିଛି। ଅଧା ଲେଖା ଗପ ଫିଲ୍ମଟି ଦେଖିଲା ପରେ ଏ କଥାର ଉତ୍ତର ନିଶ୍ଚୟ ଦେଇ ପାରିବେ...

ENews- Meet Actress Jagruti Debuting In Tarang\'s Upcoming Movie
ଜାଗୃତିଙ୍କ ଆଖିରେ ଲୁଚିଛି ଅଶୁମାରୀ ସ୍ୱପ୍ନ, କ୍ୟାରେକ୍ଟରେ ଲୁଚିଯାଇଛି ...

ପ୍ରତି ଫିଲ୍ମରେ କିଛି ନୂଆ ଥାଏ...ପ୍ରଥମେ ନର୍ଭସ୍‌ ଥିଲି କିନ୍ତୁ ଏବେ ନୁହେଁ, ଶୁଣନ୍ତୁ ନୂଆ ଫିଲ୍ମକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଜାଗୃତି

ENews – A Day With Starcast Of Adha Lekha Gapa
ନାୟିକାକୁ ମନଭରି ଦେଖିବାକୁ ଇଛା କରୁଛନ୍ତି ନାୟକ... ଆଉ ସେଇଥି ପାଇଁ...

ରହିବି ଭାବେ ତୋ ମଥାରେ ଟିକିଲି ଟିଏ ହେଇ... ଡର ବି ଅଛି ଫୋପାଡି ଦବୁ ସିନ୍ଦୁର ଟୋପା ନାଇ... ଜାଣିନି କେବେଠାରୁ ତତେ ମୁଁ ଭଲ ପାଉଛି...କହିବିକି କହିବିନି ଭାବି ହଉଚି...

ENews – Tarang\'s Upcoming Movie \'Samapajira Raghu\' Wins Heart Before Release
ଭଉଣୀର ରୋଗ ଜାଣିବା ପରେ ଭାଙ୍ଗି ପଡ଼ିଲେ ରଘୁ… ତା’ପରେ ହେଲା କଣ?

ଭଉଣୀର ରୋଗ ଜାଣିବା ପରେ ଭାଙ୍ଗି ପଡ଼ିଲେ ଭାଇ... ଆପଣାଇଲେ ଭିନ୍ନ ରାସ୍ତା, ହେଲେ ସେ ରାସ୍ତାରେ କଂଟା ଅଛି ନା ଫୁଲ... ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ