ଭିଜେଇ ଦେଲୁ ତୁ ଲାଗୁଛି ଓଦା। ବାସୁଛି ଖାଲି ରଜନୀ ଗନ୍ଧା ରଜନୀ ଗନ୍ଧା। ନାୟକଙ୍କ ରାତିଦିନ ନାୟିକାଙ୍କ ପାଇଁ କଟୁଛି କେବଳ ମିଠା ମିଠା ସ୍ୱପ୍ନରେ...
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଦୁଇ ମାଆଙ୍କ ଭିତରେ ଲଢେଇ, ଦୁଇ ପରିବାର ମଧ୍ୟରେ ଅଶାନ୍ତି। ସତ ଚେଷ୍ଟା ପରେ ବି ମାଆଙ୍କ ପାଇଁ ମିଶିପାରୁନାହାନ୍ତି ନାୟକ-ନାୟିକା। ବାପା ଯେତେ ଚେଷ୍ଟା କଲେ ବି ରୋକି ପାରୁନାହାନ୍ତି ପ୍ରେମର ଶୀତଳ ଯୁଦ୍ଧ..
ଆଉ ମାତ୍ର କେଇଟା ଦିନ ପରେ ରିଲିଜ୍ ହେବ ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ। ଏହା ପୂର୍ବରୁ ମାର୍କେଟକୁ ଆସୁଛି ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଗୀତ। ଥରେ ଶୁଣିଲେ, ସବୁବେଳେ ଶୁଣିବାକୁ ମନ ହେବ...
ନୂଆ ଫିଲ୍ମ ଯଥା ରାବଣସ୍ୟ ମନ୍ଦୋଦରୀ... ନାଁଟି ଟିକେ ଅଡୁଆ ଅଡୁଆ ଲାଗୁଥିଲେ ବି କାହାଣୀ ପୂରା ମସ୍ତ... ଏବେ ଦେଖନ୍ତୁ ଏହି ଗୀତ
ବାଇକ୍ରେ ଏକାଠି ବୁଲିଲେ ଶୈଳେନ୍ଦ୍ର ଓ ଜାସ୍ମିନ। ଉଭୟ ଉଭୟଙ୍କୁ ଚାହୁଁଛନ୍ତି ହେଲେ କେହି କାହାକୁ କିଛି କହୁନାହାନ୍ତ। ତୁ ମୋ ପ୍ରେମ ଋତୁରେ ସତେ ଯେମିତି କଣ୍ଢେଇ... ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍।
ବିଦେଶରେ ପାଠ ପଢିଛନତି ସତ ହେଲେ ତାଙ୍କ ନିଜ ଜନ୍ମମାଟିକୁ କେବେ ଭୁଲିନାହାନ୍ତି...ଆଶାଙ୍କ ବଡ଼ ଝିଅ ଅନନ୍ୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଆକ୍ଟିଂ ଯେମିତି ଡ଼ାଇଲଗ୍ ବି ଦେଉଛନ୍ତି ସେମିତି
ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ
ସ୍ମାଇଲ ଯେମିତି ଚାଲି ସେମିତି...ନଖରା ବି ସେମିତି...ଡ୍ୟାନ୍ସରେ ମତୁଆଲା ଦର୍ଶକ। ନଟି ନଟି ଚାହାଣୀ ଦେଖି ଦିଲ ମୋ ହେଲା ପାନି ପାନି। ସୁନ୍ଦୂରର ଅଧିକାର ଖଳନାୟିକା ଉର୍ବିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା
ଝିଅ ପିଲା ଯାହା ବାସନ ତାହା...ବାସନ ଏକାଠି ରହିଲେ ଯେମିତି ବାଜେ, ଝିଅ ପିଲା ଏକାଠି ରହିଲେ ଝଗଡ଼ ହୁଏ...କିନ୍ତୁ ଆମେ ଏଇଠି ପୂରା ସାଙ୍ଗ ହୋଇ ରହିଛୁ। ବିନା ଗ୍ରୁପିଜିମ୍ରେ ଦେଖନ୍ତୁ କେମିତି ଚାଲିଛି ତରଙ୍ଗର ସୁଟିଂ
କୁକୁରକୁ ବଂଚାଇବା ଲାଗି ହଠାତ୍ ରାସ୍ତା ଉପରକୁ ଚାଲିଆସନ୍ତି ନାୟିକା। ଆଉ ଏତିକି ବେଳେ ନାୟିକାଙ୍କ ସାମ୍ନାସାମ୍ନି ହୁଅନ୍ତି ନାୟକ। ବାସ୍ ଏହାପରେ ହେଉଛି କଣ ଦେଖନ୍ତୁ...
ମନରେ ଗୋଟିଏ ସ୍ୱପ୍ନ, ସେ କେମିତି ସୁନୟନାଙ୍କୁ ସାହାର୍ଯ୍ୟ କରିବେ। ସେଇଥି ପାଇଁ ତ ସେ ନିଜେ ବାହାରି ପଡିଲେ ଏମିତି କାମ କରିବାକୁ। ଆପଣ ଏବେ ସେ କାମକୁ ଦେଖନ୍ତୁ...
ଏବେ ସିରିଏଲ ଜଗତରେ ରାଜ୍ କରୁଛି ଆଶା। ଅଭିନେତ୍ରୀଙ୍କ ଆକ୍ଟିଂକୁ କରୁଛନ୍ତି ଭୂରି ଭୂରି ପ୍ରଶଂସା...ତେବେ ଜାଣିରଖନ୍ତୁ ଆଶାଙ୍କ କ’ଣ ରହିଛି ଆଶା?
ଏଇଠି ଥିଲା ଡିଆସିଲ ଟା କିଏ ମାରିଲାରେ? ବୋମାଟା ଫୁଟିଗଲାରେ....ଖେଳଟା ଜମିଗଲାରେ....ଜବରଦସ୍ତ ଗୀତରେ ଦମଦାର୍ ଭାବରେ ମଞ୍ଚକୁ ସାଇକେଲରେ ଆସିଲେ ସବ୍ୟସାଚୀ, ଦେଖନ୍ତୁ ସେହି ଭିଡ଼ିଓ
ତରଙ୍ଗ ସିନେ ଉତ୍ସବ ୨୦୨୨ରେ ବୋବାଲିଆ ନାଚିଲେ ଅଭିନେତା ଓ ଅଭିନେତ୍ରୀ। ଆକ୍ଟିଂ ପାଇଁ ଏହିମାନେ ପାଇଲେ ଆୱାର୍ଡ...ରାଜା ମେ ତେରା ତୁ ରାଣୀ ବନେଙ୍ଗି ଗୀତରେ ଦୁଲକିଗଲା ମଞ୍ଚ, ଦେଖନ୍ତୁ ଏହି ଭିଡ଼ିଓ
ଭାରି ବୁଦ୍ଧିଆ ମଙ୍ଗଳା । ଲୁକ୍ ଯେମିତି ଅଭିନୟ ସେମିତି। ନିଜ ଆଖିର ଯାଦୁଗରୀରେ ଦର୍ଶକଙ୍କୁ ଦେଉଛନ୍ତି ହାଣି...ଦେଖୁନାହାନ୍ତି କେମିତି ଦେଉଛନ୍ତି ଲୁକ୍
ନଈ କୂଳରେ ହୋଇଗଲା ପ୍ରେମ। ନୀଳ ପାଣି ସାଙ୍ଗକୁ ଲାଲ ଗୋଲାପ...ବାସ୍ ଦୁନିଆରେ ସତେ ଯେମିତି ଆଉ ନାହିଁ କିଛି...ଦେଖନ୍ତୁ ଅଧା ଲେଖା ଅଧା ଗପରର ଏହି ରୋମାଣ୍ଟିକ ଗୀତକୁ
ଅନ ସ୍କ୍ରିନ୍ରେ ରାଉଡ଼ି ବୋହୂ। ଆଉ ଅଫ୍ ସ୍କ୍ରିନ୍ରେ ଲାଜକୁଳି ଝିଅ ...ରାଜ୍ ରାଜେନ୍ଦ୍ରଙ୍କୁ ସମସ୍ତଙ୍କ ଡର, ହେଲେ ପୂଜାଙ୍କର ନାହିଁ ଖାତର...କେତବେଳେ ପ୍ରେସର କୁକର ଫଠାଇ ଦେଉଛନ୍ତି ତ ଆଉ କେତେବେଳେ...
ଦେଖାଯାଉଛନ୍ତି ପ୍ରେମିକା। ହେଲେ ତାଙ୍କୁ କହିବେ କେମିତି ଜାଣିପାରୁନାହାନ୍ତି ପ୍ରେମିକ...ଦେଖନ୍ତୁ ଅଧା ଲେଖା ଅଧା ଗପରେ କଣ ଚାଲିଛି
ଭାରି ଶାନ୍ତ ଆମ ବଣ୍ଟି। ପାଦ ଚିପିଚିପି ଚାଲନ୍ତି,କୌଣସି ଆଡ଼େ ଯିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି...ଆଉ ପଚାରିଲେ କୁହନ୍ତି..
ପ୍ରେମ କେତେବେଳେ ହେବ କହିହେବନି...ଏଇ ଯେମିତି ଅଧାଲେଖା ଗପରେ ନାୟିକାଙ୍କୁ ଦେଖୁ ଦେଖୁ ପ୍ରେମରେ ପଡ଼ିଗଲେ ନାୟକ। ଆଉ ତା’ପରେ ନିଦର ସ୍ୱପ୍ନରେ ହେଉ କି ରାସ୍ତା ଘାଟରେ ସବୁଆଡ଼େ କେବଳ ଦେଖାଗଲେ ନାୟିକା....
ଏମିତି ଏ ସିନେମା ଯାହା ଅଧା ଅଧା ଭଳି ଲାଗୁଛି। ହେଲେ ଏହା ସତ ନା ଏହା ପଛରେ ରହିଛି ଆଉ କିଛି। ଅଧା ଲେଖା ଗପ ଫିଲ୍ମଟି ଦେଖିଲା ପରେ ଏ କଥାର ଉତ୍ତର ନିଶ୍ଚୟ ଦେଇ ପାରିବେ...
ପ୍ରତି ଫିଲ୍ମରେ କିଛି ନୂଆ ଥାଏ...ପ୍ରଥମେ ନର୍ଭସ୍ ଥିଲି କିନ୍ତୁ ଏବେ ନୁହେଁ, ଶୁଣନ୍ତୁ ନୂଆ ଫିଲ୍ମକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଜାଗୃତି