• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୭ ଗତେ ମୀନ । ତିଥି- ୧୪ଶୀ ରାତ୍ରି ୦୭.୫୫ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୪.୪୭ ଗତେ ଧନୁ ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୦୮ ପର୍ଯ୍ୟନ୍ତ ।

ଶୁଭ ସମୟ-

Also Read

ପ୍ରାତଃ- ୦୫.୪୭ ରୁ ୦୬.୩୬
ପ୍ରାତଃ- ୦୭.୨୪ ରୁ ୦୮.୪୯
ଦିବା- ୧୨.୧୬ ରୁ ୦୨.୪୧
ଦିବା- ୦୪.୧୯ ରୁ ୦୫.୫୬
ରାତ୍ରି- ୦୭.୩୦ ରୁ ୦୮.୫୩
ରାତ୍ରି- ୦୧.୪୯ ରୁ ୦୪.୧୧

ଅଶୁଭ ସମୟ-

ରାହୁକାଳ- ଦିବା ୧୦.୨୦ ରୁ ୧୧.୫୧
କାଳବେଳା- ଦିବା ୧୦.୨୦ ରୁ ୧୧.୫୧
ବାରବେଳା- ଦିବା ୦୮.୪୯ ରୁ ୧୦.୨୦
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୨