୧୯୮୪ ଶିଖ୍ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ । ସଜ୍ଜା ଶୁଣାଇଲେ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ । ପଢନ୍ତୁ ପୁରା ଖବର