• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Asi

ASI Srimandir
ASI ଖୋଲିଲା ରାଜ୍ୟ ସରକାରଙ୍କ ପୋଲ୍

ଶ୍ରୀମନ୍ଦିର ଐତିହ୍ୟ କରି଼ଡର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ASIର ପୋଲ୍‌ଖୋଲ୍ । କରିଡର୍ ପ୍ରକଳ୍ପ ନିର୍ମାଣ ପାଇଁ ନାହିଁ ପରମିଶନ୍ କି ଏନ୍ଓସି । ଏଏସ୍ଆଇ କି ଏନ୍‌ଏମ୍‌ଏ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହାରି ନାହିଁ ଅନୁମତି । ଆଜି ହାଇକୋର୍ଟରେ ASI ସତ୍ୟପାଠ ଦାଖଲ କରି ଏହା ସ୍ପଷ୍ଟ କରିଛି ।

ASI
ଶ୍ରୀମନ୍ଦିର ଚାରିପାଖ ଅନୁଧ୍ୟାନ କଲା ASI, ହେଲେ ଉତ୍ତର ଦେବାକୁ କୁନ୍ଥୁ କୁନ୍ଥୁ

ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।

Puri Srimandir
ପୁରୀ ଗସ୍ତରେ ଯିବ ASI ଟିମ୍‌, କରିବ ତଦନ୍ତ !

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମକୁ ନେଇ ଯେଉଁ ବିବାଦ ଉପୁଜିଥିଲା, ତାର ତଦନ୍ତ କରିବା ନେଇ ଏଏସ୍‌ଆଇ ଟିମ୍‌ ପୁରୀ ଯିବ

Srimandir Corridor Project
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ ।

Mahisamardini Idol Emerges During ASI Dig In Sari Temple
ଖନନ ବେଳେ ମନ୍ଦିର ଗର୍ଭଗୃହରୁ ମିଳିଲା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି

ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି। ଶାରୀ ମନ୍ଦିର ପରିସରରୁ ଗତକାଲି ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି। ଖନନ ସମୟରେ ମନ୍ଦିରର ଗର୍ଭଗୃହରୁ ଚାରିଭୁଜ ଥିବା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି। 

Chausathi Jogini Peeth
ଚଉଷଠି ଯୋଗିନୀ ପୀଠରେ ଅଦୃଶ୍ୟ ବାବାଙ୍କ ହୋମଯଜ୍ଞ, ଲୋକ ଭୟଭୀତ

ଏହି ବାବା ବେଶ ଥିବା ଲୋକ ମାନେ କିଏ ? କେଉଁ ଠାରୁ ଆସି ଏହି ପୀଠରେ ଫୁଲରେ ସଜାଇ ଯଜ୍ଞ କରୁଥିଲେ?

Lingaraj Temple
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୁପା କବାଟ

ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି।