• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

lara
ଋଷଭ ପନ୍ତଙ୍କୁ ପ୍ରଶଂସା କଲେ ବ୍ରାଏନ୍ ଲାରା

ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍‌ର ମହାନ କ୍ରିକେଟ୍ ତାରକା ବ୍ରାଏନ୍ ଲାରା ଦିଲ୍ଲୀ କ୍ୟାପିଟାଲର ୱିକେଟ୍ କିପର ଋଷଭ ପନ୍ତଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଋଷଭ ଚଳିତ ଆଇପିଏଲରେ ତାଙ୍କ ଖେଳିବାର ଶୈଳୀକୁ ବହୁ ଆଗକୁ ନେଇଛନ୍ତି। ଋଷଭ ବଲ୍‌କୁ ଅଫ୍ ସାଇଡ୍‌ରେ ଭଲ ଭାବରେ ଖେଳୁଛନ୍ତି। ପଡ଼ିଆର ସବୁ ସ୍ଥାନରେ ସ୍କୋର କରିବାର ଦକ୍ଷତା ତାଙ୍କର ଅଛି। ୨୦୨୦ ଆଇପିଏଲରେ ଦିଲ୍ଲୀ ପାଇଁ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ବୋଲି ଲାରା ମତ […]

  • Friday, 02 July 2021
iplmm
ରାଜସ୍ଥାନକୁ ୧୮୪ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ୨୩ ତମ ମୁକାବିଲାରେ ଆଜି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ଶାରଜା ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅପରପକ୍ଷରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୮୪ ରନ୍‌ର ଟାର୍ଗେଟ୍ ଦେଇଛି। ଦିଲ୍ଲୀ ପକ୍ଷରୁ ଶିମରମ ହେଟମେୟରଙ୍କ ବିସ୍ଫୋରକ ୪୫ ରନ୍‌ କରିଥିଲେ। ସେହିପରି ମାର୍କସ ଷ୍ଟୋଇନିସ ମଧ୍ୟ ୩୦ ରନ୍‌ର ଦମ୍‌ଦାର ପାଳି ଖେଳିଥିଲେ।‌ […]

  • Friday, 02 July 2021
sanju
IPL 2020: ସବୁଠାରୁ ଅଧିକ ୬ ମାରିଥିବା ବ୍ୟାଟ୍ସମାନ ଏଥର ଫ୍ଲଫ କାହିଁକି ?

ନୂଆଦିଲ୍ଲୀ: ଆଇଇପିଏଲ୍ ସିଜନ୍ ୧୩ରେ ପୁଣି ଦିଲ୍ଲୀ କ୍ୟାପିଟାଲ୍ସର ଦବ୍‌ଦବା। ଗତକାଲି ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌କୁ  ୪୬ ରନ୍‌ରେ ଜିତି ନେଇଛି ଦିଲ୍ଲୀ। ପ୍ରଥମେ ବ୍ୟାଟିଂ କରି ୧୮୫ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ। ତେବେ ଏହାର ପିଛା କରି ମାତ୍ର ୧୩୮ ରନ୍‌ରେ ଅଲ୍ ଆଉଟ୍ ହେଇଥିଲା ରାଜସ୍ଥାନ। ରାବାଡ଼ାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ରାଜସ୍ଥାନର୍ ମିଡିଲ୍ ଅଡର୍। ରାବାଡା ୩.୪ ଓଭରରେ ୩୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା […]

  • Friday, 02 July 2021
kim
ଆଜି ପଞ୍ଜାବ ଏବଂ କୋଲକାତା ମଧ୍ୟରେ ଟକ୍କର

ଦୁବାଇ: ଚଳିତ ଆଇପିଏଲର ୨୪ ତମ ମ୍ୟାଚ୍ ଆଜି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡ୍‌ର ମଧ୍ୟରେ ଅନୁଷ୍ଠିତ ହେବ। ଆଜି ଦିନ ୩.୩୦ ସମୟରେ ଏହି ଦମ୍‌ଦାର ମ୍ୟାଚ୍‌ ଖେଳାଯିବ। ପଞ୍ଜାବ ପକ୍ଷରୁ ଆଜି ଖେଳିବେ: କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (କ୍ୟା), ନିକୋଲାସ୍ ପୁରାନ୍ (କିପର), ପ୍ରଭାସୀମନ୍ ସିଂ/ ସରଫରାଜ ଖାନ୍, ମନଦୀପ ସିଂ, ମୁଜିବ […]

  • Friday, 02 July 2021
kkr
ଟସ୍‌ ଜିତି କୋଲକାତାର ବ୍ୟାଟିଂ ନିଷ୍ପତି, ପୁଣି ଗେଲ୍‌ ନିରାଶ

ଅବୁଧାବି: ଆଇପିଏଲର ୨୪ତମ ମ୍ୟାଚ୍‌ କିଙ୍ଗସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପଏଣ୍ଟ ଟେବୁଲ୍‌ରେ କୋଲକାତା ୫ଟି ମ୍ୟାଚ୍‌ ଖେଳି ୩ଟି ଜିତି ଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ୬ ପଏଣ୍ଟ ହାସଲ ସହ ଟେବୁଲ୍‌ର ଚତୁର୍ଥ ସ୍ଥାନରେ ରହିଛି କୋଲକାତା। ସେହିଭଳି କିଙ୍ଗସ ଏକାଦଶ ପଞ୍ଜାବ ୬ଟି ମ୍ୟାଚ୍‌ ଖେଳି […]

  • Friday, 02 July 2021
dk
ଟସ୍ ଜିତି ବ୍ୟାଟିଙ୍ଗ୍ ନିଷ୍ପତ୍ତି ନେଲା ଆର୍‌ସିବି

ଦୁବାଇ: ଆଇପିଏଲର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେଉଛନ୍ତି । ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏ ପର୍ଯ୍ୟନ୍ତ ବାଙ୍ଗାଲୋର ୫ଟି ମ୍ୟାଚ୍‌ରୁ ୩ଟି ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ଏବଂ ଚେନ୍ନାଇ ୬ଟି ମ୍ୟାଚ୍‌ ଖେଳି ୪ଟିରେ […]

  • Friday, 02 July 2021
virat
ଟିମ୍‌ ପାଇଁ ୬ ହଜାର ରନ୍‌ ପୂରଣ କଲେ ବିରାଟ

ଦୁବାଇ: ଆଇପିଏଲ୍‌ରେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ୬୦୦୦ ରନ୍ ପୂରଣ କଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଆଜି ଦୁବାଇରେ ଖେଳାଯାଉଥିବା ଆଇପିଏଲ୍‌ର ୨୫ ତମ ମ୍ୟାଚ୍‌ରେ ବିରାଟ୍ ଚେନ୍ନାଇ ବିରୋଧରେ ଏହି ଲମ୍ବା ସ୍କୋର୍ ପୂରଣ କରିଛନ୍ତି। ଏପରି କରିବାରେ କୋହଲି ବାଙ୍ଗାଲୁରୁ ଦଳର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ୬ ହଜାରରୁ ଚାମ୍ପିୟନ ଲିଗ୍‌ ଟି-୨୦ରେ ବିରାଟ ୩୮.୫୪ ହାରରେ ମାତ୍ର ୧୫ଟି ମ୍ୟାଚ୍ ଖେଳି ୪୨୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧ […]

  • Friday, 02 July 2021
1
ଧୋନି ବାହିନୀକୁ ୧୭୦ ରନ୍‌ର ଟାର୍ଗେଟ୍‌ ଦେଲା ଆରସିବି

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଦୃଢ଼ ବ୍ୟାଟିଂ ବଳରେ ବାଙ୍ଗାଲୋର ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୬୯ ରନର ସ୍କୋର କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନ୍‌ର ଟାର୍ଗେଟ ରହିଛି। ଟସ୍‌ ଜିତି ପ୍ରଥମେ ବିରାଟ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ୩ୟ ଓଭର୍‌ରେ ଆରୋନ ଫିଞ୍ଚ(୨)ଙ୍କୁ ହରାଇଥିଲା। ଏହାପରେ ଦେବଦତ୍ତ […]

  • Friday, 02 July 2021
sunil-narin
ସୁନୀଲ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ; କ୍ଲିନ୍‌ଚିଟ୍ ନ ମିଳିଲେ ବୋଲିଂ ମନା

  ଦୁବାଇ: କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନଙ୍କ ବିରୋଧରେ ଚକିଂ ଅଭିଯୋଗ ଆସିଛି। କାଲି ପଞ୍ଜାବ ବିପକ୍ଷରେ କୋଲକାତା ପାଇଁ ବୋଲିଂ ବେଳେ ତାଙ୍କ ବିରୋଧରେ ଚକିଂ ଅଭିଯୋଗ ହୋଇଛି। ଏନେଇ ବିସିସିଆଇ ପକ୍ଷରୁ ପ୍ରେସ୍‌ରିଲିଜ୍ ଜାରି କରିଛି। ମ୍ୟାଚ ବେଳେ ଚକିଂ ନେଇ ୨ ଫିଲ୍ଡ ଅମ୍ପାୟାରଙ୍କ ଅଭିଯୋଗ କରିଛନ୍ତି। ଜାରି ହୋଇଥିବା ପ୍ରେସ୍‌ରିଲିଜ ଅନୁସାରେ ଏବେ ସୁନୀଲଙ୍କୁ ଚେତାବନୀ ସହି ବୋଲିଂ କରିବାକୁ ଅନୁମତି ଦିଆଯାଇଛି। ପ୍ରେସ୍‌ ରିଲିଜ୍‌ରୁ କୁହାଯାଇଛି ଯେ […]

  • Friday, 02 July 2021
Untitled-1
ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

ଦୁବାଇ: ଆଇପିଏଲର ୨୬ ତମ ମ୍ୟାଚ୍‌ରେ ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ  ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଛି। ଆଜି ମ୍ୟାଚ୍‌ରେ ଖେଳୁଛନ୍ତି: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ: ଡେଭିଡ ୱାର୍ଣ୍ଣର (କ୍ୟା), ଜନି ବେୟାରଷ୍ଟୋ […]

  • Friday, 02 July 2021
h
ଛକା ମାରି ରାଜସ୍ଥାନକୁ ଜିତାଇଲେ ରିୟାନ

ଦୁବାଇ: ଆଜି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲର ୨୬ ତମ ମ୍ୟାଚ୍‌କୁ ରାଜସ୍ଥାନ ରୟାଲ୍ସ ଜିତି ନେଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ଏହାର ପିଛା କରି ରାଜସ୍ଥାନ ଗୋଟିଏ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ହାତେଇ ନେଇଛି। ୧୯ ଓଭରର ୫ମ ବଲ୍‌ରେ ରିୟାନ୍‌ ଏକ ଛକା ମାରି ମ୍ୟାଚ୍‌କୁ ଜିତାଇଥିଲେ। ପ୍ରଥମରୁ ଦଳ ୩ଟି ୱିକେଟ୍ ହରାଇ ଦୃବଳ ସ୍ଥିତିରେ ଥିଲା। ଏହାପରେ […]

  • Friday, 02 July 2021
ms dhoni
ଧରାପଡ଼ିଲା ଧୋନିଙ୍କ ଝିଅକୁ ଧମକ ଦେଇଥିବା ନାବାଳକ

ଅହମଦାବାଦ: ପୋଲିସ୍ ହାତରେ ଧରାପଡ଼ିଲା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅକୁ ଧମକ ଦେଇଥିବା ନାବାଳକ। ରବିବାର ଦିନ ଗୁଜରାଟ କଚ୍ଛ ଜିଲ୍ଲାରୁ ଏହି ୧୬ ବର୍ଷୀୟ ନାବାଳକଙ୍କୁ ପୋଲିସ୍‌ ଧରିବା ସହ ତାଙ୍କୁ ଅଟକ ରଖିଛି। ଚଳିତ ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍(CSK) ଭଲ ପ୍ରଦର୍ଶନ କରୁ ନ ଥିବା ଦେଖିବାକୁ ମିଳିଛି। ଲଗାତର ଭାବେ CSK ପରାଜୟର ସାମ୍ନା କରୁଥିବା ଯୋଗୁ ଏହାକୁ ନେଇ […]

  • Friday, 02 July 2021
anushka
ରଶିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା? କାହିଁକି ଗୁଗଲ୍‌ରେ ଆସୁଛି ଏମିତି ଉତ୍ତର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ହେଉଛନ୍ତି ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ। ଏ ଖବର ପାଇ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ଆମେ ନୁହଁ, ଗୁଗଲ୍‌ କହୁଛି। ଗୁଗଲ୍‌ରେ ରଶିଦ ଖାନଙ୍କ ପତ୍ନୀ କିଏ ବୋଲି ସର୍ଚ୍ଚ କଲେ ଉତ୍ତରରେ ଅନୁଷ୍କା ଶର୍ମା ଆସିବେ। ତେବେ ଗୁଗଲ୍‌ରେ ରଶିଦ୍‌ ଖାନ୍‌ଙ୍କ ପତ୍ନୀ ସ୍ଥାନରେ କାହିଁକି ଅନୁଷ୍କା ଶର୍ମାଙ୍କ ନାଁ ଆସୁଛି। ଏ ପୁରା ମାମଲା ୨୦୧୮ରୁ ଆରମ୍ଭ ହୋଇଥିଲା।  ବାସ୍ତବରେ ପ୍ରଶଂସକଙ୍କ ସହ […]

  • Friday, 02 July 2021
kohali
IPL 2020: ଆନ୍ଦ୍ରେ ରସେଲ ଆଉଟ୍‌ ହେବା ପରେ ଏମିତି ପ୍ରତିକ୍ରିୟା ରଖିଥିଲେ କୋହଲି

ଶାରଜା: ଆଇଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମିଳିଛି ଏକ ବଡ଼ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ  (କେକେଆର)କୁ ୮୨ ରନ୍‌ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର ଦଳ ପକ୍ଷରୁ ଏବି ଡିଭିଲିୟର୍ସ ୩୩ ବଲ୍‌ରୁ  ବିସ୍ଫୋରକ ୭୩ ରନ୍ କରିଥିଲେ। ସେହିପରି କ୍ୟାପ୍ଟେନ କୋହଲି ୩୩ ରନ୍ କରିଥିଲେ। ଫଳରେ ବାଙ୍ଗାଲୋର ୨ ୱିକେଟ୍‌ରେ ୧୯୪ ରନ୍ କରିଥିଲା । ୧୯୫ ରନ୍ ଟାର୍ଗେଟରେ ବ୍ୟାଟିଂ କରିଥିବା କେକେଆର […]

  • Friday, 02 July 2021
khe
ଆଜି ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଟକ୍କର, ଜାଣନ୍ତୁ ଉଭୟଙ୍କ ସ୍ଥିତି ରହିଛି କେମିତି

ଦୁବାଇ: ଚଳିତ ଆଇପିଏଲରେ ଆଜି ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ଦୁଇ ଦଳ ଅକ୍ଟୋବର ୨ରେ ଭେଟ ହୋଇଥିଲେ। ହାଇଦ୍ରାବାଦ ଏହି ମ୍ୟାଚ୍‌କୁ ୭ ରନ୍‌ରେ ଜିତି ନେଇଥିଲା। ତେବେ ଏଥର ମଧ୍ୟ ଚେନ୍ନାଇକୁ ପରାସ୍ତ କରିବା ପାଇଁ ଦଳ ପ୍ରସ୍ତୁତି […]

  • Friday, 02 July 2021
mk
ହାଇଦ୍ରାବାଦକୁ ୧୬୮ ରନ୍‌ର ଟାର୍ଗେଟ୍‌ ଦେଲା ଧୋନୀ ବାହିନୀ

ଦୁବାଇ: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍‌ରେ ଆଜି ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ବୋଲର୍‌ ଚେନ୍ନାଇକୁ ବଡ଼ ସ୍କୋର କରିବାରୁ ରୋକି ଥିଲେ। ୨୦ ଓଭର ଶେଷ ସୁଦ୍ଧା ଦଳ ୬ଟି ୱିକେଟ୍ ହରାଇ ୧୬୭ରନ୍‌ କରିବାକୁ ସମର୍ଥ ହୋଇଥିଲା। […]

  • Friday, 02 July 2021
CSK
ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

ଦୁବାଇ: ଆଇପିଏଲ୍‌ରେ ଫେରୁଛି ଚେନ୍ନାଇର ଚମକ। ଗତ ୭ଟି ମ୍ୟାଚ୍‌ରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କରିଛି। ଏହି ବିଜୟ ସହିତ CSK ପୁଣିଥରେ ୱିନିଂ ଟ୍ରାକ୍‌କୁ ଫେରିଛି। ମଙ୍ଗଳବାର ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ […]

  • Friday, 02 July 2021
k
ଆଜି ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଲଢ଼େଇ, ଡେବ୍ୟୁ କରିପାରନ୍ତି ଗେଲ୍‌

ଦୁବାଇ: ଚଳିତ ଆଇପିଏଲ୍‌ର ୩୧ ତମ ମ୍ୟାଚ୍‌ ବିରାଟ କୋହିଲିଙ୍କ ବେଙ୍ଗାଲୁରୁ ଏବଂ କେ.ଏଲ ରାହୁଲଙ୍କ ପଞ୍ଜାବ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଆଜି ଶାରଜା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଥର ପାଇଁ ପଞ୍ଜାବ ଏବଂ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ଦୁଇ ଦଳଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୨୪ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୯୭ ରନ୍‌ର ବ୍ୟବଧାନରେ ଜିତି ନେଇଥିଲା। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌କୁ […]

  • Friday, 02 July 2021
mana patel
ଟୋକିଓ ଅଲମ୍ପିକ ପାଇଁ କ୍ୱାଲିଫାଏ କଲେ ଏଇ ମହିଳା ସ୍ୱିମର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରମରେ ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ୍। ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ବ୍ୟାକ୍…

  • Friday, 02 July 2021
Untitled-1
ପଞ୍ଜାବକୁ ୧୭୨ ରନ୍‌ର ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଶାରଜା: ଚଳିତ ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ବୋଲିଂ ଭାର ସମ୍ଭାଳିଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ବିରାଟ କୋହଲି ୩୯ ବଲ୍‌ ଖେଳି ସର୍ବାଧିକ […]

  • Friday, 02 July 2021
u
ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ ଆଜିର ମ୍ୟାଚ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହା ରନ୍‌ କରି ନୁହେଁ ବରଂ ପଡ଼ିଆରେ ତାଙ୍କର ନାଚ ପାଇଁ। ଆଶ୍ଚର୍ଯ୍ୟ ହୋଇଗଲେ କି, ହଁ ଆପଣ ଠିକ୍‌ ପଢ଼ିଛନ୍ତି। ଥରେ ଏହି ଭିଡିଓ ଦେଖନ୍ତୁ… https://twitter.com/LogicalBakwaas/status/1316732878714142721?s=20 ଏହି ଭିଡିଓଟି ଜତିନ୍‌ ନାମକ ଜଣେ ଟ୍ୱିଟର୍ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓଟିରେ ଆଜିର ମ୍ୟାଚ୍‌ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବା ପୂର୍ବରୁ ପ୍ରାକ୍ଟିସ୍‌ […]

  • Friday, 02 July 2021
g
ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଶାରଜା: ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ୱିକେଟରେ ପରାସ୍ତ କରିଛି  କିଙ୍ଗସ୍‌ ଇଲେଭେନ ପଞ୍ଜାବ।  ଶାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚର  ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଞ୍ଜାବ ୧୭୨ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ଓ୍ୱିକେଟ ହରାଇ ୧୭୭ ରନ୍ କରି ବିଜୟ ହାସଲ କରିଛି। ଲଗାତର୍ ୫ଟି ମ୍ୟାଚ୍‌ ହାରିବା ପରେ ଦଳ ୱିନିଂ ଟ୍ରାକ୍‌କୁ ଫେରିଛି। ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ […]

  • Friday, 02 July 2021
IPL
IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ଦୁବାଇ: ଆଇପିଏଲ ୧୩ର ୩୨ ତମ ମ୍ୟାଚରେ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି ବ୍ୟାଟସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ । ଡି କକ୍ ୪୪ଟି ବଲ୍ ଖେଳି ଅପରାଜିତ ୭୮ ରନ୍ […]

  • Friday, 02 July 2021
pak player
ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

ଲାହୋର:ପାକିସ୍ତାନର ଦ୍ରୁତ ବୋଲର ଉମର ଗୁଲ୍‌ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ୩୬ ବର୍ଷ ବୟସ୍କ ଏହି ଖେଳାଳି ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୧୩୦ ୱାନ ଡେ ଏବଂ ୬୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ନାଶନାଲ ଟି-୨୦ ମ୍ୟାଚରେ ବେଲୁଚିସ୍ଥାନ ପାଖରୁ ହାରିବା ପରେ ସେ କ୍ରିକେଟରୁ ଅବସର ନେବା ଘୋଷଣା କରିଛନ୍ତି। ଶୁକ୍ରବାର ତାଙ୍କ ଟିମ୍‌ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ପେଶୱାରରେ ରହୁଥିବା ଉମର ଗୁଲ ୨୦୦୩ରେ ପାକିସ୍ତାନ କ୍ରିକେଟ ଟିମ୍‌ରେ ୱାନ୍‌ ଡେ ପାଇଁ […]

  • Friday, 02 July 2021